Odia News Portal
Browsing Tag

National news

ଯୁବତୀଙ୍କୁ ପ୍ରେମ ନିବେଦନ କଲା, ପ୍ରତ୍ୟାଖ୍ୟାନ କରିବାରୁ ପର୍ଣ୍ଣ ସାଇଟରେ ନମ୍ବର ପକାଇଲା ପାଗଳ ପ୍ରେମିକ

ନୂଆଦିଲ୍ଲୀ: ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଯାଏ ତାହା ଜଣାପଡେନାହିଁ । ଆଉ ପ୍ରେମ ହେଲା ପରେ ମଣିଷ ଭୁଲଭାଲ କାମ କରି ବସିଥାଏ । ଯାହାର ଅନେକ ଜ୍ୱଳନ୍ତ ଉଦାହରଣ ମଧ୍ୟ ରହିଛି । ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଖବର । ଜଣେ ଯୁବକ ଘର ପାଖର ଜଣେ ଯୁବତୀଙ୍କ ପ୍ରେମରେ

ଦିଦି ଭରିଲେ ନାମାଙ୍କନ

କୋଲକାତା: ନାମାଙ୍କନ ଭରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ଲାଗି ପ୍ରର୍ଥୀପତ୍ର ଦାଖଲକରିଛନ୍ତି ଦିଦି । ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ମମତା । ତେବେ ଆଜି ଉପନିର୍ବାଚନ ଲାଗି ନାମାଙ୍କନ ଭରିଛନ୍ତି । ଏହି

ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା

ନୂଆଦିଲ୍ଲୀ: ଡରାଉଛି ତୃତୀୟ ଲହରର ଆଶଙ୍କା । ପୁଣି ଦେଶରେ ବଢୁଛି କରୋନା ସଂକ୍ରମଣର ଗ୍ରାଫ । ଏବେ ଦୈନିକ ସଂକ୍ରମଣହାର ୪୫ ହଜାରରୁ ଅଧିକ ଚିହ୍ନଟ ହେଉଛନ୍ତି । କରୋନା କଟକଣା ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ

ଶଶି ଥରୁରଙ୍କୁ ମିଳିଲା ମୁକ୍ତି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ଅଦାଲତ ବୁଧବାର ଦିନ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ସମ୍ପର୍କିତ ଏକ ମାମଲାରୁ ମୁକ୍ତ କରିଛନ୍ତି। ମାମଲାର ଶେଷ ଶୁଣାଣି ସମୟରେ ପୁଲିସ ଥରୁରଙ୍କ ବିରୁଦ୍ଧରେ ୩୦୬ ଧାରା ସମେତ ବିଭିନ୍ନ ଅଭିଯୋଗ ଆଣି ତାଙ୍କ ପ୍ରତି

ପୁଣି ୨୫ଟଙ୍କା ବଢ଼ିଲା ଏଲପିଜି ଗ୍ୟାସ୍ ଦର

ନୂଆଦିଲ୍ଲୀ: ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ ପୁଣି ବଢ଼ିଛି। ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଛି ଜ୍ଝ ଏହାପୂର୍ବରୁ ଜୁଲାଇ ୧ରେ ଏଲପିଜି ସିଲିଣ୍ଡର ଦାମ୍ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏଲପିଜି ପୁଣି ମହଙ୍ଗା ହେବା ପରେ ବର୍ତ୍ତମାନ ଦିଲ୍ଲୀରେ ଘରୋଇ

କଂଗ୍ରେସ ଛାଡିଲେ ସୁସ୍ମିତା ଦେବ

ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ବଳ ହେବାରେ ଲାଗୁଛି କଂଗ୍ରେସ । ଦଳର ଜଣଙ୍କ ପରେ ଜଣେ ତୁଙ୍ଗ ନେତା ଦଳ ଛାଡୁଛନ୍ତି । ନିୟମିତ ଭାବରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି ।ତେବେ ଏହାରି ଭିତରେ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ଏପରିକି ସେ ଅଖିଳ

୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ଜଣ ହାର୍ଡକୋର ମାଓବାଦୀ। ଆଦିବାସୀ ଲୋକ ମାଓବାଦୀଙ୍କୁ ସମର୍ଥନ କରୁନଥିବା ବେଳେ ସୁରକ୍ଷା କର୍ମୀଙ୍କ କବଳରୁ ବର୍ତ୍ତିବା ମାଓବାଦୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜୀବନ ବଞ୍ଚାଇବା ଲାଗି ଏମାନେ

ସ୍ୱଦେଶ ଫେରିଲେ ପଦକ ବିଜେତା

ନୂଆଦିଲ୍ଲୀ: ଆଜି ଟୋକିଓରୁ ସ୍ବଦେଶ ଫେରିଛନ୍ତି ଅଲିମ୍ପିକ୍ସ ପଦକ ବିଜେତା। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସ୍ବିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିପାଇଁ ଅଲିମ୍ପିକ୍ସ ହିରୋଙ୍କୁ ସ୍ବାଗତ ଜଣାଇବାକୁ ଦିଲ୍ଲୀ ବିମାନ ବନ୍ଦର ବାହାରେ ଉତ୍ସବର ମାହୋଲ ଦେଖିବାକୁ

ଜାତିସଂଘକୁ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିଷଦ ବୈଠକକୁ ପ୍ରଧାନମନ୍ତ୍ରୀ ନିଜେ ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କି, ସାମୁଦ୍ରିକ ସୁରକ୍ଷା ସମ୍ପର୍କରେ ଖୋଲା ବିତର୍କରେ ମନ୍ତବ୍ୟ ଦେଇଛନ୍ତି । ‘ଆମ

ଚାଷୀଙ୍କ ଖାତାକୁ ଆସିଲା କିଶାନ ସମ୍ମାନ ନିଧି ଯୋଜନାର ନବମ କିସ୍ତି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି (ପିଏମ-କିସାନ) ଯୋଜନା ଅଧୀନରେ କୃଷକମାନଙ୍କୁ ନବମ କିସ୍ତି ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ପଠାଯାଇଛି। ଏଥର ୯.୭୫ କୋଟିରୁ ଅଧିକ କୃଷକ ପରିବାର ଏହାର ଲାଭ