Odia News Portal
Browsing Tag

National news

ଗୁଗୁଲରୁ ଦେଖି ଔଷଧ ଦେଉଥିଲେ ଡାକ୍ତର, ବାନ୍ଧିଲା ପୋଲିସ

ଗୁଗୁଲ ଦେଖି ଔଷଧ ଦେଉଥିଲେ ଡାକ୍ତର । ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପୋଲିସ । ତାମିଲନାଡୁର ଥାନଝାବୁର ଜିଲ୍ଲାରୁ ଆସିଛି ଏଭଳି ଘଟଣା । ଗିରଫ ନକଲି ଡାକ୍ତର ହେଲେ ଡାକ୍ତର ସେମବିୟାନ । ଏହି ନକଲି ଡାକ୍ତରଙ୍କ ବୟସ ୩୫ ବର୍ଷ । ସେମବିୟାନ ଦିଲ୍ଲୀର ଏକ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଅର୍ଥାତ ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରିଛନ୍ତି। ଏହା ସହ ରାଜସ୍ଥାନର ଦଉସାଠାରେ ୧୮,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା

ଭୂକମ୍ପ ମୃତ୍ୟୁ ଟପିଲା ୨୬ ହଜାର

ତୁର୍କୀ ଓ ସିରିୟାରେ ଆସିଥିବା ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଆଜି ୨୬ ହଜାର ଅତିକ୍ରମ କରିଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପୀଡ଼ିତଙ୍କୁ ବଞ୍ଚାଇବା ପାଇଁ ଅଭିଯାନ ଜାରି ରଖିଥିବା ବେଳେ ଉଭୟ ରାଷ୍ଟ୍ରରେ ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ଧାର ଓ ରିଲିଫ୍‌ ଅଭିଯାନ

ଏହି ବ୍ୟକ୍ତି  ନିଜ ପରିସ୍ରା ପିଇ ବଞ୍ଚାଇଲେ ଜୀବନ

ତୁର୍କୀ ଏବଂ ସିରିଆରେ ୨୫ ହଜାରରୁ ଅଧିକା ଲୋକଙ୍କ ଜୀବନ ନେଇ ସାରିଲାଣି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ କ୍ରମଶଃ ବଢିବାରେ ଲାଗିଛି । ଏହା ସହ ଲୋକମାନେ ମଧ୍ୟ ବହୁତ କଷ୍ଟରେ ତାଙ୍କ ଜୀବନ ଅତିବାହିତ କରୁଛନ୍ତି । ସୂଚନା ମୁତାବକ, ଦିନକୁ ଦିନ ଏହି ଭୂକମ୍ପର ଭୟାନକ ଦୃଶ୍ୟ ସାମ୍ନାକୁ ଆସୁଛି

କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ପୁଣି କୋଟିଆରେ ପଶିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା। । ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି.ରାଜନ ଦୋରାଙ୍କ କୋଟିଆ ଗସ୍ତ । କୋଟିଆ ପଞ୍ଚାୟତ ଧୂଳିପଦର ଗାଁରେ ରାଜନ ଦୋରାଙ୍କ ଆଲୋଚନା । ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇଲେ ଉପମୁଖ୍ୟମନ୍ତ୍ରୀ  ।

ଆସନ୍ତୁ ଦେଖିବା ବାଘଟି ରାସ୍ତା ପାର୍ କରିବା ପାଇଁ କରିଛି ଅପେକ୍ଷା

ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏକ ବ୍ୟସ୍ତବହୁଳ ରାଜପଥ ଅତିକ୍ରମ କରୁଥିବା ଏକ ବାଘର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ବାଘଟି ରାସ୍ତା ପାର୍ କରିବା ପାଇଁ ଅପେକ୍ଷା କରିଛି। ରାସ୍ତାରେ ଟ୍ରକ ଏବଂ ଭାରି ଯାନବାହାନ ଯିବା ଆସିବା କରୁଥିବାରୁ ସେ ଧିରସ୍ଥିର

୧୫ରୁ ଭାରତ-ଫ୍ରାନ୍ସ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରୁ ଭାରତ ଓ ଫ୍ରାନ୍ସର ମିଳିତ ସମରାଭ୍ୟାସ ଆରମ୍ଭ ହେବାକୁ ଯାଉଛି । ବନ୍ଦର ନଗରୀ ଫ୍ରେଜସଠାରେ ଏହି ସାମରିକ ଅଭ୍ୟାସ ଅନୁଷ୍ଠିତ ହେବ । ବିଶେଷକରି ଆତଙ୍କବାଦ ମୁକାବିଲା ଅଭିଯାନକୁ ଏହି ଅଭ୍ୟାସ ସମୟରେ ଅଧିକ ଗୁରୁତ୍ୱ ଦିଆଯିବ । ଏହା ଚଳିତ ନଭେମ୍ବର ମାସ ୨୬

ଭାରତ-ଚୀନ୍ ସୈନିକ ମୁହାଁମୁହିଁ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନର ବଦମାସୀ କମୁନି । ଲଦାଖ ପରେ ଏବେ ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ସେନା ସହ ମୁହାଁମୁହିଁ ହୋଇଛି । ଏଲଏସିରେ ଦୁଇ ଦେଶର ସୈନ୍ୟ ସାମନା ସାମନି ହୋଇଛନ୍ତି । ଅରୁଣାଚଳ ପ୍ରଦେଶର ୟାଙ୍ଗସ୍ତେ ଅନ୍ତର୍ଗତ ତାଓ୍ୱାଙ୍ଗ ସେକ୍ଟରରେ ଏହି ଘଟଣା ଘଟିଥିଲା ।ଚୀନର

ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ଦ୍ୱାରା ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା ହୋଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ରେପୋ ରେଟ୍ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରହିବ । ପୂର୍ବ ଭଳି ରେପୋ ରେଟ୍

ଆସନ୍ତା ୨୭ରେ ବନ୍ଦ ରହିବ ବ୍ୟାଙ୍କ୍

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଛି ଅଖିଳ ଭାରତ ବ୍ୟାଙ୍କ ଅଫିସର୍ସ ମହାସଂଘ (ଏଆଇବିଓସି) । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ବ୍ୟାଙ୍କ ଅଫିସର ୟୁନିଅନଗୁଡ଼ିକ ବି ବନ୍ଦରେ ସାମିଲ ହେବେ ।