Odia News Portal
Browsing Tag

National news

ଚାଷୀଙ୍କୁ ନିବେଦନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କର କୃଷି ଆଇନ ବିରୋଧରେ ଲଗାତାର ବିରୋଧ କରୁଥିବା ଚାଷୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର ନିବେଦନ କରିଛନ୍ତି। ଏଥିରେ ଦେଶରେ କରୋନା ଦ୍ୱିତୀୟ ଲହର ଚାଲୁଥିବା ନେଇ ସେ ସୂଚନା ଦେବା ସହ

ଡବଲ୍ ଏନକାଉଣ୍ଟରରେ ୭ ଆତଙ୍କୀ ସଫା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ତ୍ରାଲ ଓ ଶୋପିଆନରେ ଘଟିଥିବା ପୃଥକ ପୃଥକ ଏନକାଉଣ୍ଟରରେ ୭ ଜଣ ଯାକ ଆତଙ୍କୀ ନିହତ ହୋଇଛନ୍ତି। ତ୍ରାଲର ନୌବୁଗା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରି ପୂରା ଅଞ୍ଚଳକୁ

ନାଇଟ୍ କର୍ଫ୍ୟୁକୁ କରୋନା କର୍ଫ୍ୟୁ ବୋଲି ଭାବ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅ ।ଲୋଚନା କରିଛନ୍ତି । ବୈଠକ ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- କୋଭିଡ୍ ବିରୋଧରେ ପୁଣି ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାର ଅ

ଟିଏମସି ନେତାଙ୍କ ଘରେ ଇଭିଏମ୍, ଭିଭିପାଟ୍

କୋଲକାତା : ନିର୍ବାଚନ ଜିଣିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ରଣକୌଶଳ ଆପଣାଯାଉଛି । ହେଲେ ଅତି ଶସ୍ତା ରାଜନୀତି ଭାରତୀୟ ରାଜନୀତିରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । କିଛି ଦିନ ତଳେ ଆସାମରେ ଜନୈକ ବିଜେପି ନେତାଙ୍କ ଗାଡ଼ିରୁ ଇଭିଏମ୍‌ ମେସିନ୍‌ ଜବତ ହେବା ପରେ ଆଜି (ମଙ୍ଗଳବାର)

୮ରେ ପିଏମ-ସିଏମ ଆଲୋଚନା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଏବେ ଶୀର୍ଷ ସ୍ତରରେ ପହଂଚିଲାଣି । ଏହାକୁ ନେଇ ଆସନ୍ତା ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅ ।ଲୋଚନା କରିବେ ବୋଲି ଜଣାପଡିଛି । ଏହି ଅ ।ଲୋଚନା ବେଳେ ଟିକାକରଣ ଉପରେ

ମାଓ କବଜାରେ ନିଖୋଜ ଯବାନ

ମାଲକାନଗିରି: ଅ ।ଜି ଛତିଶଗଡ଼ରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଛତିଶଗଡ଼ର ବିଜାପୁର ମାଓ ହମଲା ଘଟଣାରେ ନିଖୋଜ ଯବାନଙ୍କୁ କବଜା କରି ରଖିଛନ୍ତି ମାଓବାଦୀ । ଗତ ୩ ଦିନ ଧରି ଯବାନ କବଜାରେ ଥିବା ସ୍ପଷ୍ଟ କଲା ମାଓ ସଙ୍ଗଠନ । ତେବେ

ମିଥୁନଙ୍କୁ ଟିକେଟ ଦେଲାନି ବିଜେପି

କୋଲକାତା: ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାର କିଛି ଦିନ ପରେ ଗତକାଲି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଭୋଟର ଭାବେ ତାଙ୍କର ନାମ ପଞ୍ଜୀକରଣ କରିଥିଲେ। ପୂର୍ବରୁ ମୁମ୍ବାଇର ଭୋଟର ଥିବା ଏହି ଅଭିନେତା ନିଜକୁ କାଶୀପୁର- ବେଲଗାଛିଆର ଭୋଟର ଭାବରେ ପଞ୍ଜୀକୃତ

ଋଣ ଛାଡ଼ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ସୁପ୍ରିମକୋର୍ଟ ଲୋନ ମୋରାଟୋରିୟମ ( ଋଣକିସ୍ତି ଛାଡ଼ ମହଲତ) ମାମଲାକୁ ନେଇ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ସମସ୍ତ ପ୍ରକାରର ଋଣ ଛାଡ ନକରିବାକୁ କୋର୍ଟ ପ୍ରକାଶ କରିଛନ୍ତି। ଏହି ରାୟ ଆସିବା ପରେ ବ୍ୟାଙ୍କଗୁଡ଼ିକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ଜନତା କର୍ଫ୍ୟୁକୁ ବର୍ଷେ : ଲମ୍ବା ଲଢ଼େଇର ସଂକଳ୍ପ ନେଇଥିଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ ଦେଶରେ ଜନତା କର୍ଫ୍ୟୁକୁ ବର୍ଷେ ପୁରିଛି । ଠିକ୍‌ ବର୍ଷେ ପୂର୍ବରୁ ଆଜିର ଦିନରେ ଭାରତରେ ସକାଳ ୭ରୁ ରାତି ୯ଟା ଯାଏଁ ୧୪ ଘଣ୍ଟିଆ କଟକଣା ଲାଗୁ ହୋଇଥିଲା । ଜରୁରୀ କାରବାର ବ୍ୟତିତ ଅନ୍ୟ ସମସ୍ତ ସେବା ଏକଦମ୍‌ ଠପ୍‌ ହୋଇଯାଇଥିଲା । କରୋନା ମହାମାରୀକୁ ରୋକିବା ଦିଗରେ ଏକ