Odia News Portal
Browsing Tag

National news

ସବୁ ମୁଖ୍ୟମନ୍ତ୍ରୀଙ୍କୁ ହାତ ଯୋଡ଼ିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ନୂଆଦିଲ୍ଲୀ : ଦିଲ୍ଲୀରେ ଆକ୍ସିଜେନ ଅଭାବରେ ଆଜି ୨୫ ଜଣଙ୍କ ଜୀବନ ଯାଇଛି । ଏହାର ଭୟାବହତାକୁ ବୁଝିସାରିଲେଣି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଅକ୍ସିଜେନ୍ ଅଭାବରୁ ଅନେକ  ହସ୍ପିଟାଲରେ ସ୍ଥିତି ସଙ୍ଗୀନ ହୋଇ ପଡିଛି। ରୋଗୀଙ୍କ ଜୀବନ ବାଜିରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ

ଅମ୍ଲଜାନ ଯୋଗାଣ ରୋକିଲେ ଫାଶୀରେ ଝୁଲାଇଦେବୁୁୁ

ନୂଆଦିଲ୍ଲୀ: ଦିଲ୍ଲୀର ଅକ୍ସିଜେନ୍ ସଙ୍କଟ ନେଇ ଶୁଣାଣି ବେଳେ କଡ଼ା ଚେତାବନୀ ଶୁଣାଇଛନ୍ତି ହାଇକୋର୍ଟ । କେନ୍ଦ୍ର, ରାଜ୍ୟ ଅଥବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଅସୁବିଧା ସୃଷ୍ଟି କଲେ ଆମେ ସେହି ବ୍ୟକ୍ତିଙ୍କୁ ଫାଶୀ ଦେବୁ । ଜଷ୍ଟିସ୍ ବିପିନ୍ ସାଂଘି ଓ ଜଷ୍ଟିସ୍ ରେଖା ପଲ୍ଲୀଙ୍କ

ଅମ୍ଳଜାନ ସଙ୍କଟ: ଆଖି ବୁଜିଲେ ଆଉ ୨୫ ଅସୁସ୍ଥ

ନୂଆଦିଲ୍ଲୀ: ଗୁରୁତର ଅମ୍ଳଜାନ ସଙ୍କଟ ମଧ୍ୟରେ ଦିଲ୍ଲୀର ଜୟପୁର ଗୋଲଡେନ୍ ହସ୍ପିଟାଲରେ ଅତି କମରେ କୋଡିଏ ଜଣ ଗୁରୁତର ଅସୁସ୍ଥ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଜୟପୁର ଗୋଲଡେନ୍ ହସ୍ପିଟାଲର ଡାକ୍ତରୀ ନିର୍ଦ୍ଦେଶକ ଡ. ଡିକେ ବାଲୁଜା

ଉତ୍ତରାଖଣ୍ଡରେ ପୁଣି ବିପତ୍ତି, ଗ୍ଲେସିଅର୍‌ ଫାଟି ୮ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡକୁ ଛାଡୁନି ବିପତ୍ତି । ପୁଣି ଗ୍ଲେସିଅର୍‌’ ଫାଟିଲା। ଚାମୋଲି ଗର୍‌ୱାଲ୍‌ ଜିଲ୍ଲା ଅନ୍ତର୍ଗତ ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳ ସୁମନା ଗାଁ ନିକଟରେ ଶୁକ୍ରବାର ଦିନ ଏକ ତୁଷାର କ୍ଷେତ୍ର ବା ‘ଗ୍ଲେସିଅର୍‌’ ଫାଟିବା ଘଟଣାରେ ଅନ୍ୟୂନ ୮ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ

କଟକଣାମୁକ୍ତ ଅମ୍ଲଜାନ ପରିବହନ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଥିବା ଭାରତ ଏବେ ଅମ୍ଲଜାନ ଅଭାବ ସହ ଲଢ଼ୁଛି । ଦେଶରେ ବିଭିନ୍ନ ରାଜ୍ୟରେ ଅମ୍ଲଜାନର ଅଭାବ ଦେଖାଦେଉଥିବା ବେଳେ ଏହା ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ଅମ୍ଲଜାନ ଅଭାବରୁ ଦେଶର ବିଭିନ୍ନ କୋଣରେ କରୋନା ଅ ।କ୍ରାନ୍ତଙ୍କ ମୃତ୍ୟୁ

କରୋନାର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ଲହରର ପ୍ରକୋପ ଚିନ୍ତା ବଢାଇଛି । ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିବା ଉପରେ । ସଂକ୍ରମଣ ସାଧାରଣ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଏଭଳି ଏକ ସଙ୍କଟ ସମୟରେ ଲୋକଙ୍କ ମନରୁ କିଭଳି ଭୟକୁ ଦୂର କରାଯାଇପାରିବ ଚେଷ୍ଟା କରାଯାଉଛି । ଆଜି ଜନସାଧାରଣଙ୍କୁ କରୋନାଠୁ

ଲକଡାଉନ୍ ହେଉ ଅନ୍ତିମ ବିକଳ୍ପ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ଦେଶରେ ହାହାକାର ସୃଷ୍ଟି କଲାଣି । ଦେଶରେ ଅଧିକାଂଶ ରାଜ୍ୟ ଲକଡାଉନ୍, ସଟଡାଉନ୍ ପନ୍ଥା ଆପଣାଇଲେଣି । ଦେଶରେ ସ୍ଥିତି ବିଗିଡିଗଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଲହର ସ୍ଥିତିରେ ପ୍ରଥମ ଥର ପାଇଁ

ଦ୍ୱିତୀୟ ଲହରରେ ନେଗେଟିଭ୍ ରିପୋର୍ଟ ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ : ସଂପ୍ରତି ସାରା ଦେଶରେ କରୋନାର ଦ୍ୱିତୀୟ ଲହରୀ ଆତଙ୍କ ଖେଳାଇ ଦେଇଛି । ଜନସାଧାରଣଙ୍କୁ କରୋନାରୁ ଦୂରେଇ ରଖିବା ପାଇଁ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଉଛନ୍ତି । ଗତବର୍ଷ ଅପେକ୍ଷା ଦ୍ୱିତୀୟ ଲହର କ୍ଷୀପ୍ର ବେଗରେ ମାଡ଼ି ଚାଲିଥିବାବେଳେ ଏହାର ଲକ୍ଷଣ ମଧ୍ୟ

ୟୁପିରେ ହେବନି ଲକଡାଉନ୍ : ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ : ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆହ୍ଲାବାଦ କୋର୍ଟଙ୍କ ଲକଡାଉନ ନିଷ୍ପତ୍ତି ଉପରେ ଦୁଇ ସପ୍ତାହ ରହିତାଦେଶ ଜାରି କରିଛନ୍ତି । ସୋମବାର ଦିନ ଅ।ହ୍ଲାବାଦ ହାଇକୋର୍ଟ ବାରଣାସୀ,ଗୋରଖପୁର ସମେତ ୫ ସହରରେ ଏପ୍ରିଲ ୨୬ ପର୍ଯ୍ୟନ୍ତ ଲକଡାଉନ୍