Odia News Portal
Browsing Tag

National news

ଭାରତର ପ୍ରକୃତ ବନ୍ଧୁ କଲା ସାହାଯ୍ୟ

ନୂଆଦିଲ୍ଲୀ: ଭାରତର ପ୍ରକୃତ ବନ୍ଧୁ କଲା ସାହାଯ୍ୟ । ରୁଷ୍‌ ଆଜି ଦୁଇଟି ବିମାନରେ ଭାରତ ପାଇଁ ମାନବୀମୟ ସହାୟତା ପ୍ରେରଣ କରିଛି। ସାମ୍ପ୍ରତିକ କୋଭିଡ୍‌ ବିରୋଧୀ ସଂଗ୍ରାମରେ ଏହି ସାମଗ୍ରୀଗୁଡ଼ିକ ଭାରତକୁ ସାହାଯ୍ୟ କରିବ। ବିମାନ ଦୁଇଟି ଗନ୍ତବ୍ୟ ପଥରେ ଯାତ୍ରା କରୁଥିବା ବେଳେ ରୁଷୀୟ

ଟିକା ପାଇଁ ଉତ୍ସାହ : ୩ ଘଣ୍ଟାରେ ୮୦ ଲକ୍ଷ ପଞ୍ଜିକରଣ

ନୂଆଦିଲ୍ଲୀ : ଆଜିଠାରୁ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ପଞ୍ଜିକରଣ ପାଇଁ ଯୁବବର୍ଗଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଏପରି ହୋଇଥିଲା ଯେ, ପ୍ରତି ମିନିଟ୍ରେ ୨୭ ଲକ୍ଷରୁ ଅଧିକ ଲୋକ ପଞ୍ଜିକରଣ ପାଇଁ ଚେଷ୍ଟା କରୁଥିଲେ । କୋ ୱିନ୍ ଆପକୁ ଯାଇ

୧୦୦ ଟଙ୍କା କମିଲା କୋଭିସିଲ୍ଡ ଟିକା ଦର

ନୂଆଦିଲ୍ଲୀ : କୋଭିସିଲ୍ଡ ଟିକା ଦର ହ୍ରାସ କରିଛି ସେରମ ଇନିଷ୍ଟଚୁ୍ୟଟ୍ । ଯାହାକି ରାଜ୍ୟମାନଙ୍କ ପାଇଁ ଖୁସି ଖବର ଆଣିଛି । ଏ ନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଚୁ୍ୟଟ୍ ମୁଖ୍ୟ ସିଇଓ ଆଦର ପୁନାୱାଲା । ପୂର୍ବରୁ ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ଥିଲା ୪୦୦ ଟଙ୍କା । ଏହାର

ଭୋଟ ଗଣତି ପାଇଁ କଠୋର ନିୟମ

ନୂଆଦିଲ୍ଲୀ : ଗତକାଲି ନିର୍ବାଚନ କମିଶନର ବିଜୟ ଶୋଭାଯାତ୍ରା ଉପରେ କଟକଣା ଉପରେ ରୋକ୍ ଲଗାଇଥିବାବେଳେ ଆଜି ପୁଣି ନିୟମ କଡ଼ାକଡି କରିଛନ୍ତି । ମେ ୨ରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ଘୋଷଣା ହେବ। ଯଦି ବିଧାୟକ ପ୍ରାର୍ଥୀ ଭୋଟ୍ କାଉଣ୍ଟିଂ ସେଣ୍ଟରରେ

ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ଜଣ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ: କରୋନା ସଂକଟ ମଧ୍ୟରେ ମହାରାଷ୍ଟ୍ରର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ବଢ଼ ବଢ଼ି ଚାଲିଛି । ଥାନେର ପ୍ରାଇମ୍ କ୍ରିଟିକେୟାର୍ ହସ୍ପିଟାଲରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ପରେ ହସ୍ପିଟାଲରୁ ରୋଗୀଙ୍କୁ ଅନ୍ୟ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ‘ପିପିଇ କିଟ୍ ବାହାଘର’

କେରଳ: କୋଭିଡ ହସ୍ପିଟାଲରେ ପଡ଼ିଲା ହାତ ଗଣ୍ଠି । ପିପିଇ କିଟ୍ ପିନ୍ଧି ବିବାହ ବେଦୀରେ ବସିଲେ କନିଆଁ । ଆଉ ସାତ ଜନମର ସାଥି ହେଲେ କେରଳର ଏହି ନବ ଦମ୍ପତ୍ତି । କେରଳର ଏମିତି ଏକ ବାହାଘର ଏବେ ଚର୍ଚ୍ଚାରେ ରହିଛି । ବର ଜଣକ ବିଦେଶରେ ରହି ଚାକିରି କରନ୍ତି । ବିଦେଶରୁ ଫେରି କରୋନା

ପହିଲାରେ ଋଷିଆରୁ ଆସିବ ସ୍ପୁଟନିକ୍-ଭି ଟିକା

ମସ୍କୋ:ଆଗାମୀ ମେ’ ୧ ତାରିଖରୁ ଭାରତରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ  କରୋନା ଟିକାକରଣ । ଟିକାକରଣ ନେଇ ଏକ ଖୁସି ଖବର ଆସିଛି । କୋଭିଡ-19 ବିରୋଧରେ ଋଷିଆର ସ୍ପୁଟନିକ୍-ଭି ଟିକାକୁ ଭାରତ ମେ ୧ ରେ ପ୍ରଥମ ବ୍ୟାଚ୍ ଗ୍ରହଣ କରିବ ବୋଲି ଋଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ମୁଖ୍ୟ କିରିଲ୍

ମାଗଣା ଟିକା ରାଜ୍ୟ ମଧ୍ୟରେ ଦିଲ୍ଲୀ,କର୍ଣ୍ଣାଟକ ସାମିଲ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଦେବେ ମାଗଣାରେ ଟିକା | ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପା ଟ୍ୱିଟ ମାଧ୍ୟମରେ ଘୋଷଣା କରିଛନ୍ତି । ଏହି ମାଗଣା ଟିକା ଲୋକମାନଙ୍କ ପାଇଁ କେବଳ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ମାଗଣା ଟିକାକରଣ

କରୋନା ସ୍ଥିତି ପାଇଁ ନିର୍ବାଚନ ଆୟୋଗ ଦାୟୀ : ମାଦ୍ରାସ ହାଇକୋର୍ଟ

ଚେନ୍ନାଇ :  ଗତ କିଛି ସପ୍ତାହରେ କରୋନାର ବଢୁଥିବା ସଂକ୍ରମଣ ପାଇଁ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିଛନ୍ତି ମାଦ୍ରାସ ହାଇକୋର୍ଟ  । କରୋନା ସଂକ୍ରମଣର ଦ୍ୱିତୀୟ ଲହର ସମୟରେ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ସମାବେଶ କରିବାକୁ ଅନୁମତି ଦେଇଥିବାରୁ ନିର୍ବାଚନ ଆୟୋଗକୁ ଟିପ୍ପଣି  କରିଛନ୍ତି