Odia News Portal
Browsing Tag

National news

ସ୍ପୁଟନିକ ଟିକାର ଦର ଘୋଷଣା

ନୂଆଦିଲ୍ଲୀ: ମେଡ୍ ଇନ୍ ରୁଷିଆ ଟିକା ସ୍ପୁଟନିକ ଭିର ଦାମ ଘୋଷଣା ହୋଇଛି। ଭାରତରେ ଏହି ଟିକାର ପିରଚାଳନା ଦାୟିତ୍ୱରେ ଥିବା ହାଇଦ୍ରାବାଦର ଜକ୍ଚର ରେଡ୍ଡୀ ଏହି ଦର ଘୋଷଣା କରିଛି। ଗୋଟିଏ ଡୋଜର ଦାମ ୯୯୫ ଟଙ୍କା ରହିଛି। ଟିକାର ଦାମ୍ ୯୪୮ ଟଙ୍କା ଏଥିରେ ୫ ପ୍ରତିଶତ ଜିଏସଟି ମିଶାଇଲେ ଏହି ଦର

୭୭ ବିଧାୟକଙ୍କ ଜୀବନ ପ୍ରତି ବିପଦ, ସୁରକ୍ଷା ଦେବ ସେନା

କଲିକତା: ୭୭ ବିଧାୟକଙ୍କୁ ସୁରକ୍ଷା ଦେବେ ସେନା । ପଶ୍ଚିମବଙ୍ଗ ବିଧାନସଭାକୁ ନୂଆ ନିର୍ବାଚିତ ହୋଇଥିବା ସମସ୍ତ ୭୭ ବିଧାୟକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ଅର୍ଦ୍ଧ ସାମରିକ ବଳ ସୁରକ୍ଷା ଯୋଗାଇବେ । ସୋମବାର ଦିନ ସୂଚନା ଦିଆଯାଇଛି କି,ଗୃହ ମନ୍ତ୍ରଣାଳୟର ଆଦେଶ ମୁତାବକ

ଆମେରିକାରେ ୧୨ ରୁ ୧୫ ବର୍ଷ ପିଲାଙ୍କୁ ଟିକା

ଆମେରିକା: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ଗତକାଲି ଆମେରିକାରେ ୧୨ ରୁ ୧୫ ବର୍ଷ ମଧ୍ୟରେ ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଭାରତରେ ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟ(ବି-୧୬୧୭) କୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ । ଏନେଇ

ଦିଲ୍ଲୀ ସରୋଜ ହସ୍ପିଟାଲର ୮୦ ଡାକ୍ତର ସଂକ୍ରମିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାରି ରହିଛି କରୋନାର ଭୟାବହତା ମଧ୍ୟରେ ଦିଲ୍ଲୀର ସରୋଜ ସୁପର ସ୍ପେଶାଲିଟ୍ ହସ୍ପିଟାଲ ଏବେ କରୋନାର ହଟସ୍ପଟ ପାଲଟିଛି ।ହସ୍ପିଟାଲର ୮୦ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ସାଙ୍ଘାତିକ ଖବର ସାମ୍ନାକୁ ଆସିଛି। ତେବେ କରୋନା ସଂକ୍ରମଣରେ ଜଣେ

ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ‘ଟିକାକରଣ ନୀତି’ରେ ଅଦାଲତ ହସ୍ତକ୍ଷେପ ନ କରନ୍ତୁ। ବିଚାର ବ୍ୟବସ୍ଥା ହସ୍ତକ୍ଷେପ କଲେ ପରିଣାମ ଅଭୂତପୂର୍ବ ଏବଂ ଅବାଞ୍ଛନୀୟ ହେବ ବୋଲି ଏହି ସତ୍ୟପାଠରେ ଉଲ୍ଲେଖ ଅଛି। କେନ୍ଦ୍ର ସରକାର କହିଛନ୍ତି ଯେ, ଦୁଇଟି

ଭାରତ ମହାସାଗରରେ ଖସିଲା ଚୀନ ରକେଟ

ନୂଆଦିଲ୍ଲୀ: ଚୀନ୍‌ର ବୃହତ୍ତମ ରକେଟ୍‌ ୧୮ ଟନ୍‌ ଓଜନବିଶିଷ୍ଟ ‘ଲଙ୍ଗ୍‌ ମାର୍ଚ ଫାଇଭ୍-ବି’ର ଧ୍ବଂସାବଶେଷ ଭାରତ ମହାସାଗର ମଧ୍ୟକୁ ଖସିପଡ଼ିଥିବା କଥା ଚୀନା ରାଷ୍ଟ୍ରାୟତ ଗଣମଧ୍ୟମସୂତ୍ରରୁ ପ୍ରକାଶ। ସମୁଦ୍ରରେ ପଡ଼ିବା ପୂର୍ବରୁ ପୃଥିବୀର ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ରକେଟ୍‌ର ବହୁ ଉପକରଣ

ପଶ୍ଚିମବଙ୍ଗ ବିଧାନସଭା : ଆକଳନଠୁ ବହୁ ଆଗରେ ଟିଏମସି

କୋଲ୍‌କାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶାସକ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲେ ବି ସଦ୍ୟତମ ସୂଚନା ଅନୁସାରେ ସଂଖ୍ୟା ଗରିଷ୍ଠତା ସୀମା ଟପି ସମ୍ପ୍ରତି ‘ଟିଏମ୍‌ସି’ ‘ବିଜେପି’ ଠାରୁ ଆଗୁଆ ରହିଛି। ପୂର୍ବାହ୍ନ ୧୧ଟା

ଲାଇନ କଟିଯିବାରୁ ଉଡ଼ିଗଲା ୮ ରୋଗୀଙ୍କ ପ୍ରାଣବାୟୁ

ରାଜସ୍ଥାନ : ରାଜସ୍ଥାନ ବାଡମେରରେ ଏକ ଘଟଣା ସ୍ୱାସ୍ଥ୍ୟସେବାର କରୁଣ ଚିତ୍ରକୁ ପଦାରେ ପକାଇଦେଇଛି । ଏଠାରେ କିଛି ସମୟ ପାଇଁ ଲାଇନ କଟିଯିବାରୁ ବନ୍ଦ ହୋଇଯାଇଥିଲା ଅକ୍ସିଜେନ୍ ପ୍ଲାଣ୍ଟ । ଫଳରେ ୮ ରୋଗୀଙ୍କ ପ୍ରାଣବାୟୁ ଉଡିଯାଇଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ ରୋଗୀଙ୍କ