Odia News Portal
Browsing Tag

National news

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ଅନଲକ୍ ପ୍ରକ୍ରିୟା

କୋଲକାତା: ଦିଲ୍ଲୀ ପରେ ପଶ୍ଚିମବଙ୍ଗରେ ଖୋଲିଛି ଲକଡାଉନ । ପଶ୍ଚିମବଙ୍ଗରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହି ସମୟରେ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୁରିଛି ବର୍ଷେ

ମୁମ୍ବାଇ: ଜୁନ୍ ୧୪ । ଗତବର୍ଷ ଆଜିର ଦିନ କଥା ମନେ ପଡ଼ିଗଲେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସେ । କାହିଁକି ନାଁ ଆଜିର ଦିନରେ ସିନେ ପ୍ରେମୀଙ୍କ ମନକୁ ଲାଗିଥିଲା ଶକ୍ତ ଝଟକା । ଖବର ଆସିଥିଲା କି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଛି । ଯାହାକି ପ୍ରଥମେ ସମସ୍ତଙ୍କ ମିଛ ଲାଗିଥିଲା

ଅଭ୍ୟାସ ମ୍ୟାଚରେ ଚମକିଲେ ଭାରତୀୟ ଖେଳାଳୀ, ପଢ଼ନ୍ତୁ କିଏ କେତେ ରନ କଲେ

ସାଉଥମ୍ପନ୍‌: ଆସନ୍ତା ୧୮ ତାରିଖରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସସିପ ଖେଳିବାକୁ ଯାଉଛି । ଏହା ପୂର୍ବରୁ ଦଳ ଏକ ଇଣ୍ଟର ପ୍ରାକ୍ଟିସ ମ୍ୟାଚ ଖେଳିଛି । ତେବେ ଏହି ଅଭ୍ୟାସରେ ଖେଳାଳୀମାନେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ

ଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଗୁରୁ ଶିବଶଙ୍କର ବାବାଙ୍କ ନାଁରେ ମାମଲା

ଚେନ୍ନାଇ: ସୁଶୀଲ ହରି ଇଣ୍ଟର ନ୍ୟାସନାଲ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଛି ଗୁରୁ ଶିବ ଶଙ୍କର ବାବାଙ୍କ ନାମରେ । ଏହି ଅଭିଯୋଗରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଶିକ୍ଷାନୁଷ୍ଠାନରେ ବାବା ଛାତ୍ରୀଙ୍କୁ ଜୋର ଜବରଦସ୍ତି ଯୌନ ସମ୍ପର୍କ ରଖୁଥିବା

ଟୋକିଓ ଅଲମ୍ପିକ୍‌ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଭାରୋତ୍ତୋଳନକାରୀ ମୀରାବାଈ

ନୂଆଦିଲ୍ଲୀ: ଟୋକିସ ଅଲିମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ୪୯ କେଜି ଓଜନ ବର୍ଗରେ ମୀରାବାଈ ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ କରିଥିବା ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ୨୬

ମୁକୁଲଙ୍କୁ ଟାର୍ଗେଟ କଲେ ଦିଲ୍ଲୀପ

କୋଲକାତା: ବିଜେପି ଛାଡ଼ି ପୁଣିଥରେ ଟିଏମସିକୁ ଫେରିଛନ୍ତି ପଶ୍ଚିମବଙ୍ଗର ଚର୍ଚ୍ଚିତ ରାଜନେତା ମୁକୁଲ ରାୟ । ବିଜେପି ଛାଡ଼ିବା ପରେ ତାଙ୍କୁ ଭାଷାରେ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ । ସେ କହିଛନ୍ତି କି ଯିଏ କଟ ମନିରେ ଅଭ୍ୟସ୍ତ ସେମାନେ ବିଜେପିରେ ରହିପାରିବେ

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଆସିଲା ବଡ଼ ଖବର । ଦିଲ୍ଲୀ ସ୍ଥିତ ଲାଜପତ ନଗରରେ ଏକ ପୋଷାକ ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଶନିବାର ଜଣାପଡିଛି। ଅଗ୍ନିକାଣ୍ଡ ନେଇ ଖବର ପାଇବା ମାତ୍ରେ ପ୍ରାୟ ୩୦ଟି ଦମକଳ ଗାଡି ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ

ଯବାନ ଆତଙ୍କବାଦୀ ଗୁଳି ବିନିମୟ, ୨ ପୋଲିସ କର୍ମଚାରୀ ଶହୀଦ

ଜମ୍ମୁ-କାଶ୍ଚିର: ଜାମ୍ମୁ-କାଶ୍ମୀରର ସୋପୋରରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିବା ନେଇ ଶନିବାର ଜଣାପଡିଛି। ପୁଲିସ ଓ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ୨ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହାସହ ୨ ଜଣ ଆହତ ହେବା ସହ ୨ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଛି।

ଆଜି ଦେଶରେ ୪ହଜାର ୨ଜଣଙ୍କ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ: କରୋନାର କାୟା କମିବାରେ ଲାଗିଛି । ଦେଶରେ କିନ୍ତୁ ପ୍ରତିଦିନ ଯାଉଛି ଅନେକଙ୍କ ଜୀବନ । କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ଧରୁନି । ତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ପ୍ରାୟ ୮୪ ହଜାରରୁ ସାମାନ୍ୟ ଅଧିକ ଥିବା ବେଳେ

ଟିଏମସିରେ ଯୋଗ ଦେଲେ ମୁକୁଲ

କୋଲକାତା: ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଲେ ମୁକୁଲ ରାୟ । ଆଜି କୋଲକାତାର ଟିଏମସି କାର୍ଯ୍ୟାଳୟରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସାଂସଦ ଅଭିଶେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ମୁକୁଲଙ୍କ ସହ ତାଙ୍କ ପୁଅ ମଧ୍ୟ ଦଳରେ ସାମିଲ ହୋଇଛନ୍ତି ।