Odia News Portal
Browsing Tag

National news

କରୋନା ସଂକ୍ରମଣରୁ ପିଲାଙ୍କୁ ସୁରକ୍ଷା ଦେଇପାରେ ମିଳିମିଳା ଟିକା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସିରିନଥିବା ବେଳେ ତୃତୀୟ ଲହରକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ତୃତୀୟ ଲହର ସୁଦ୍ଧା ଟିକାଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏବେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଟିକା ନେଉଛନ୍ତି । ତେବେ ଦେଶରେ ଛୋଟ ଶିଶୁଙ୍କ ଲାଗି ଟିକା ଆସିନାହିଁ । ସୂଚନା

ଇଣ୍ଡିଗୋ ଏୟାରଲାନ୍ସର ଅଫର, ଟିକା ନେଇଥିବା ଲୋକଙ୍କୁ ମିଳିବ ସ୍ୱତନ୍ତ୍ର ରିହାତି

ନୂଆଦିଲ୍ଲୀ: ଦେଶରେ ଟିକାକରଣ କରିବାକୁ ସରକାର ଅନବରତ ସଚେତନ କରିଚାଲିଛନ୍ତି। ଟିକାକରଣକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଆକର୍ଷଣୀୟ ଅଫର୍ ମଧ୍ୟ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭାରତର ଟିକାକରଣ କାର‌୍ୟ୍ୟକ୍ରମକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଇଣ୍ଡିଗୋ

ଅଧିକ ପିଲାଥିଲେ ମିଳିବ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: ମିଜୋରାମ କ୍ରୀଡାମନ୍ତ୍ରୀ ରବର୍ଟ ରୋମାୱି ନିଆରା ଭାବରେ ପୁରସ୍କାର ଘୋଷଣା କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ପିଲା ଥିବା ଅଭିଭାବକଙ୍କୁ ଦେବେ ଲକ୍ଷେ । ସର୍ବାଧିକ ପିଲା ଥିବା ଅଭିଭାବକଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ଦେବାକୁ ଘୋଷଣା ହୋଇଛି । ମିଜୋ ସଂପ୍ରଦାୟର

ଦ୍ୱାଦଶ ଫଳାଫଳ ନେଇ ପୁଣିଥରେ ସତ୍ୟପାଠ ଦାଖଲ କଲା ସିବିଏସଇ

ନୂଆଦିଲ୍ଲୀ: ଦ୍ୱାଦଶ ରେଜଲ୍ଟ ନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁଣି ଥରେ ସତ୍ୟପାଠ ଦାଖଲ କରାଯାଇଛି । ପୂର୍ବ ପଦ୍ଧତିରେ ଆଉ ୨ଟି ବିନ୍ଦୁ ଯୋଡ଼ି ସିବିଏସଇ ସତ୍ୟପାଠ ଦାଖଲ କରିଛି । ତଦନୁଯାୟୀ କମ୍ପ୍ୟୁଟେସନ ନେଇ କିଛି ବିବାଦ ଥିଲେ ସମାଧାନ ପାଇଁ କମିଟି ଗଠନ କରାଯିବ । ରେଜଲ୍ଟ

ଦିଲ୍ଲୀରେ ଜୋତା କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଉଦୟୋଗ ବିହାର ସ୍ଥିତ ଏକ ଜୋତା କାରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ଦମକଳ କର୍ମଚାରୀ ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟରେ

କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଲେ ରୂପଜ୍ୟୋତି

ଗୌହାଟୀ: ଦୀର୍ଘଦିନର ସସମ୍ପର୍କକୁ କାଟି ହାତ ଛାଡ଼ି ପଦ୍ମ ଧରିଲେ ରୂପଜ୍ୟୋତି କୁରମି । ଆସାମରେ ଜଣେ ଚର୍ଚ୍ଚିତ ଯୁବ କଂଗ୍ରେସ ନେତା ଭାବେ ସେ ବେଶ ପରିଚିତ । ୪ଥର କଂଗ୍ରେସ ପକ୍ଷରୁ ବିଧାନସଭାକୁ ଯାଇଛନ୍ତି । ତେବେ ସେ ଆଜି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ

ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ପାଟନା: ଲଜ୍ଜା । ପୁଣି ଲଜ୍ଜା । ଥମିବାର ନାଁ ଧରୁନି ଦୁଷ୍କର୍ମକାରୀଙ୍କ ସଂଖ୍ୟା । କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ବୟସର ତାରତମ୍ୟ ନଦେଖି କରି ଘଟାଉଛି ଅମାନୁଷିକ କାର୍ଯ୍ୟ । ଜଣେ ନାବାଳିକା ଛାତ୍ରୀଙ୍କୁ ସ୍କୁଲ ମାଲିକ ଯୌନ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି ।

ଆସାମରେ ଭୂକମ୍ପ ଝଟକା

ଗୌହ୍ୱାଟୀ: ଆସାମରେ ୨୪ ଘଣ୍ଟାରେ ପ୍ରାୟ ୫ ଥର ଭୂକମ୍ପ ଝଟକା ଅନୁଭବ ହୋଇଥିବା ନେଇ ଖବର ମିଳିଛି। ଏନସିଏସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି। ଭୂକମ୍ପରେ କୌଣସି ଧନଜୀବନ ହାନି ହୋଇଥିବା

କରୋନାର ଦ୍ୱିତୀୟ ଲହରରେ ୨ ଲକ୍ଷ କୋଟି କ୍ଷତି ହୋଇଛି: ଆରବିଆଇ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦେଶରେ ଅନେକ କ୍ଷତି ହୋଇଛି । ଅନେକଙ୍କ ଜୀବନ ଯାଇଥିବାବେଳେ ବହୁ ଲୋକ ଜୀବିକା ମଧ୍ୟ ହରାଇଛନ୍ତି । ତେବେ ଦେଶର ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି । କରୋନାର ଦ୍ୱିତୀୟ ଲହର ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ଦୁଇ

ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ଘୋଷଣା

ହାଇଦ୍ରାବାଦ: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡି। ରାଜ୍ୟର ସମସ୍ତ ଅନୁସ୍ନାତକ ମହାବିଦ୍ୟାଳୟଗୁଡିକରେ ଇଂରାଜୀ ମାଧ୍ୟମକୁ ବାଧ୍ୟତାମୂଳକ କରିବାକୁ ସେ ମଙ୍ଗଳବାର ଘୋଷଣା କରିଛନ୍ତି। ତାହାସହିତ