Odia News Portal
Browsing Tag

National news

ନାରଦା ଦୁର୍ନୀତି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଆପିଡେଭିଟ୍ ଗ୍ରହଣ କଲେ କୋଲକାତା ହାଇକୋର୍ଟ

କୋଲକାତା: ନାରଦା ଦୁର୍ନୀତି ମାମଲାରେ ବୁଧବାର କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆଇନ ମନ୍ତ୍ରୀ ମଲୋଇ ଘାଟକଙ୍କ ଆଫିଡେଭିଟକୁ ଅନୁମତି ଦେଇଛନ୍ତି। ଜୁଲାଇ ୧୫ରେ ପରବର୍ତ୍ତୀ ଶୁଣାଣି ସ୍ଥିର କରି କୋର୍ଟ ମୁଣ୍ଡ ପିଛା ୫୦୦୦ ଟଙ୍କା ଦାଖଲ କରିବାକୁ ଅନୁମତି

ପ୍ରକାଶ ପାଇଲା ଆଇସିସି ବ୍ୟାଟିଂ ର।ଙ୍କିଙ୍ଗ, ଜାଣନ୍ତୁ ବିରାଟ କୋହଲି କେତେ ନମ୍ବର ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶ ପାଇଛି ଆଇସିସିର ବ୍ୟାଟିଂ ର।ଙ୍କିଙ୍ଗ । ପୁଣିଥରେ ସ୍ମିଥଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଲୋସ୍କୋରିଂ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ୱିଲିୟମସନ ୯୦୧ ପଏଣ୍ଟ ପାଇ ୧

ଜୟସୁରିୟାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ବ୍ୟବକ୍ତିଗତ ଜୀବନର କିଛି ବିବାଦୀୟ କଥା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୁରିୟାଙ୍କ ଆଜି ହେଉଛି ଜନ୍ମଦିନ । ୫୨ ବର୍ଷ ବୟସରେ ପାଦ ଥାପିଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର । ଖେଳ ଜୀବନରେ ବେଶ ରେକର୍ଡ କରିଥିବା ଜୟସୁରିୟା କିନ୍ତୁ ବ୍ୟକ୍ତିଗତ ଜୀବନରେ ଥିଲେ ବେଶ ବିବାଦୀୟ । ସେ ତିନିଜଣଙ୍କ ବିବାହ କରିଥିଲେ ।

ମେଡିକାଲରେ ଭର୍ତ୍ତିହେଲେ ନାସିରୁଦ୍ଧିନ ଶାହା

ମୁମ୍ବାଇ: ବଲିଉଡ ଅଭିନେତା ନାସିରୁଦ୍ଧିନ ଶାହା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନିମୋନିଆରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୨ ଦିନ ହେବ ତାଙ୍କ ଚିକିତ୍ସା ଚାଲିଛି ଓ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏହି ଖବର

ଦୂତିଙ୍କୁ ଅଲମ୍ପିକ ଟିକେଟ

ଭୁବନେଶ୍ୱର: ଦୌଡ଼ରାଣୀ ଦୂତିଚାନ୍ଦଙ୍କୁ ମିଳିଛି ଟୋକିଓ ଅଲମ୍ପିକ ଲାଗି ଟିକେଟ । ୱାଲ୍ଡ ର‌୍ୟାଙ୍କିଙ୍କ ଆଧାରରେ ତାଙ୍କୁ ଚୟନ କରାଯାଇଛି । ୧୦୦ ଓ ୨୦୦ ମିଟର ଲାଗି ତାଙ୍କୁ ଚୟନ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି ।

କୌଣସି ଚାପରେ ପାକିସ୍ତାନ ମୁଣ୍ଡ ନୁଆଁଇବ ନାହିଁ: ଇମ୍ରାନ ଖାଁ

ଲାହୋର: ସବୁବେଳେ ନିଜର ମନ୍ତବ୍ୟ ଲାଗି ଚର୍ଚ୍ଚାରେ ରହିଥାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଏବେ ପୁଣି ଏକ ବିବୃତି ଲାଗି ସେ ପୁଣିଥରେ ଚର୍ଚ୍ଚା ପରିସର ଭିତରକୁ ଆସିଛନ୍ତି । ଭାରତ ସହିତ ଶତ୍ରୁତା ଏବଂ ଚୀନ ସହିତ ନିବିଡ ସଂପର୍କ ବଢାଇ ଚାଲିଥିବା ପାକିସ୍ତାନକୁ ନେଇ ଆମେରିକା

ଟିକା ନେବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରୋଲର ଶିକାର ହେଲେ ମଲାଇକା

ମୁମ୍ବାଇ: କରୋନା ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଖାନ । ଟିକା ନେବା ପରେ ସେ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ସେ ଟ୍ରୋଲର ଶିକାର ହୋଇଛନ୍ତି । ୟୁଜର୍ସମାନେ ତାଙ୍କୁ ବହୁତ ଖରାପ କମେଣ୍ଟ ଦେଉଥିବା ଦେଖିବାକୁ

ଦିଲ୍ଲୀର ନୂଆ ପୋଲିସ କମିଶନର ଭାବେ ଯୋଗ ଦେଲେ ବାଲାଜୀ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ବାଲାଜୀ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ପୁଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି । ବାଲାଜୀ ଏସ ଏନ ଶ୍ରୀବାସ୍ତବଙ୍କ ସ୍ଥାନ ନେବେ । ଏସଏନ ଶ୍ରୀବାସ୍ତବ ବୁଧବାର ଅବସର ନେବେ । ବାଲାଜୀ ଶ୍ରୀବାସ୍ତବ ଦିଲ୍ଲୀ ପୋଲିସରେ ସତର୍କତା ଶାଖାରେ ବିଶେଷ ଆୟୁକ୍ତ

ଗୁଗଲ ଓ ଫେସବୁକକୁ ସଂସଦୀୟ କମିଟିର ସମନ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆର ଜମାନା । ଫେସବୁକ ଓ ଗୁଗଲରେ ଦୁନିଆର ସବୁକିଛି ଦେଖି ହେଉଛି । ଦୂରରେ ରହିଥିବା ସାଙ୍ଗ ସହ କଥା ହେବାର ସୁଯୋଗ ଦେଉଛି ଫେସବୁକ । ସୋସିଆଲ ମିଡିଆ ମଧ୍ୟରେ ଫେସବୁକର ବେଶ ଚାହିଦା ରହିଛି । ପିଲାଠାରୁ ବୁଢ଼ା ସମସ୍ତେ ଏହି ଫେସବୁକରେ ଅଛନ୍ତି । ତେବେ ଏହି

ପଞ୍ଜାବରେ ସରକାର ଆସିଲେ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୃତି ଦେଲେ କେଜ୍ରିୱାଲ

ଅମୃତସର: ପାଖେଇ ଆସୁଛି ପଞ୍ଜାବ ସାଧାରଣ ନିର୍ବାଚନ । ଏଥରକ ପଞ୍ଜାବରେ ନିର୍ବାଚନ ଲଢ଼ିବାକୁ ଯାଉଛି ଆମ ଆଦମୀ ପାର୍ଟୀ । ଦିଲ୍ଲୀରେ ସରକାରରେ ଥିବା ଆପ ସରକାର ପଞ୍ଜାବରେ ନିର୍ବାଚନ ଲଢ଼ିବା ପୂର୍ବରୁ ରାଜ୍ୟବାସୀଙ୍କୁ ବହୁ ପ୍ରତିଶ୍ରୃତି ଘୋଷଣା କରିଛି । ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ