Odia News Portal
Browsing Tag

National news

ମହିଳାଙ୍କୁ ସାହାର୍ଯ୍ୟ କରିବା ବାହାନାରେ ୧୯ଦିନ ଧରି ଦୁଷ୍କର୍ମ କଲେ ପୋଲିସ ବାବୁ

ଜୟପୁର: ଦେଶରେ ଥମିବାର ନାଁ ଧରୁନି ଲଜ୍ଜା । ଆଇନ ରକ୍ଷକ ସାଜିଛି ଭକ୍ଷକ । ସାଧାରଣ ଜନତାଙ୍କ ଧନ ଜୀବନକୁ ରକ୍ଷା କରିବାକୁ ରହିଥିବା ପୋଲିସବାବୁ ସାହାର୍ଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି । ରାଜସ୍ଥାନ ପାଲି ଅଞ୍ଚଳରୁ ଆସିଛି ଏଭଳି ଖବର । ଅଭିଯୁକ୍ତ ଅଜୟପାଲ ଭାକାଲକୁ

ତ୍ତଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି

ଡେରାଡୁନ୍‌: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୁବ ନେତା ପୁଷ୍କର ସିଂ ଧାମି । ଉତ୍ତରାଖଣ୍ଡର ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ମନ୍ତ୍ରୀ ମଣ୍ଡଳର ଦୁଇଜଣ ନେତା ସତପାଲ ମହାମାଜ ଓ ହରକ ସିଂ ଶପଥ ଗ୍ରହଣ କରିଛନ୍ତି । ଏହି

ଦିଲ୍ଲୀରେ ଜାରି ହେଲା ଅନଲକ ୬

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇବା ମଧ୍ୟରେ ସରକାର ଅନଲକ– ୬ ପାଇଁ ନିର୍ଦ୍ଦେଶନାମା ଜାରି କରି ଅନଲକ୍ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି। ଦୀର୍ଘଦିନ ଧରି ଅପେକ୍ଷା କରିଥିବା ସିନେମା ହଲ୍ ଏବଂ ମଲ୍ଟିପ୍ଲେ ଗୁଡ଼ିକ ମଧ୍ୟ ଏଥର ଖୋଲିବ ନାହିଁ । ସରକାର ସିନେମା ହଲ୍, ପ୍ରେକ୍ଷାଳୟ,

ଅସଦାଚରଣ ଅଭିଯୋଗରେ ଅଭିନେତା ପ୍ରଚୀନ ଚୌହ୍ୱାନ ଗିରଫ

ମୁମ୍ବାଇ: ଲୋକପ୍ରିୟ ହିନ୍ଦୀ ଧାରାବାହିକ ‘କସୌଟି ଜିଦଗୀ କି’ର ଅଭିନେତା ପ୍ରାଚୀନ ଚୌହାନ ଶନିବାର ଗିରଫ ହୋଇଛନ୍ତି। ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ କୁରାର ପୁଲିସ ତାଙ୍କୁ ଗିରଫ କରିଛି। ପ୍ରାଚୀନ ‘କସୌଟି ଜିନ୍ଦଗୀ କି’ ବ୍ୟତୀତ ‘କୁଛ ଝୁକି ପଲକେଁ’, ‘ସିନ୍ଦୁର ତେରେ ନାମ କା’, ‘ସାତ

ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ଧାମୀ । ୨ଥର ବିଧାୟକ ହୋଇଥିବା ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଆଜି ବସିଥିବା ବୈଠକରେ ନିଷ୍ପତି ହୋଇଛି । ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ । ୨ଥର ନିର୍ବାଚନ ଜିତିଥିବା ବେଳେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ

କିଏ ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ଏହାର ଚିତ୍ର ଶନିବାର ବିଜେପି ବିଧାୟକ ଦଳ ବୈଠକରେ ସ୍ପଷ୍ଟ ହେବ। ବର୍ତ୍ତମାନର ସମୀକରଣ ହିସାବରେ ବିଧାୟକଙ୍କ ମଧ୍ୟରୁ କାହାକୁ ଜଣେ ମୁଖ୍ୟମନ୍ତ୍ରୀ କରାଯିବା ସୁନିଶ୍ଚିତ। ମୁଖ୍ୟମନ୍ତ୍ରୀ ପଦ ଦୌଡରେ ସର୍ବାଗ୍ରେ ଅଛନ୍ତି

ଝରକା ଭାଙ୍ଗି ନାବାଳିକାଙ୍କୁ ଘରୁ ଉଠାନେଲେ, ୫ଜଣ ମିଶି ଦୁଷ୍କର୍ମ କରିବା ପରେ ହତ୍ୟା କରି ଫୋପାଡି ଦେଲେ…

ପାଟନା: କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟୁଛି ନରରାକ୍ଷସ । ଦେହଲୋଭି ମଣିଷଙ୍କ ଉନ୍ମୁକ୍ତକାଣ୍ଡ । ବିହାରର ହାଜିପୁର ଅଞ୍ଚଳରୁ ଆସିଛି ଏକ ଲଜ୍ଜାଜନକ ଖବର । ୫ଜଣ ଯୁବକ ମିଶି ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲେ । ଦୁଷ୍କର୍ମ କରିବା

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ସଫା

ଶ୍ରୀନଗର: ବିଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଗତିବିଧି ବଢ଼ିଥିବା ଦେଖାଯାଇଛି। କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହିତ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ସଫା ହୋଇଯାଇଛନ୍ତି। ଜଣେ ପୁଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ

କୋଭାଭାକ୍ସ ଟିକା ଟ୍ରାଏଲକୁ ନା

ନୂଆଦିଲ୍ଲୀ: କୋଭାଭାକ୍ସ ଟିକାକୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି ମିଳିଲାନି । କୋଭାଭାକ୍ସ ଟିକା ଲାଗି ଅନୁମତି ମାଗିଥିଲା ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ୍ । ୨ରୁ ୨୭ ବର୍ଷ ବୟସ୍କଙ୍କ ଉପରେ ଏହା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହୋଇଥାନ୍ତା ।

ମହଙ୍ଗା ହେଲା ଅମୁଲ କ୍ଷୀର

ନୂଆଦିଲ୍ଲୀ: କରୋନା ସଙ୍କଟ କାଳରେ ଦରଦାମ ବୃଦ୍ଧି ଏବେ ସାଧାରଣ ଲୋକଙ୍କ ପାଇଁ ବଢାଇଛି ଚିନ୍ତା। ୧ ଜୁଲାଇ ଅର୍ଥାତ ଗୁରୁବାରଠାରୁ ଅମୁଲ କ୍ଷୀର ପ୍ରତି ଲିଟର ଦୁଇଟଙ୍କା ବଢିଯିବ। ଆସନ୍ତାକାଲିଠାରୁ ଦେଶର ସମସ୍ତ ରାଜ୍ୟରେ ନୂଆ ରେଟ୍ ସହିତ ଅମୁଲ କ୍ଷୀର ମିଳିବ। ଅମୁଲର ସମସ୍ତ ମିଲକ୍ ପ୍ରଡକ୍ଟ