Odia News Portal
Browsing Tag

National news

ଜୁଲାଇ ୨୨ରେ ସଂସଦ ଘେରିବେ ଚାଷୀ

ନୂଆଦିଲ୍ଲୀ: ପୁଣି ତେଜିଲା କୃଷକ ଆନ୍ଦୋଳନ । ଆସନ୍ତା ୨୨ ତାରିଖରେ ସଂସଦ ଘେରିବେ ଚାଷୀ । ୨୦୦ ଚାଷୀ ସଂସଦ ଘେରିବେ ବୋଲି କୁହାଯାଇଛି । ଆଜି ଏନେଇ ସୂଚନା ଦେଇଛନ୍ତି କୃଷକ ନେତା ରାକେଶ ଟିକାୟତ । ସେ କହିଛନ୍ତି କୃଷି ଆଇନ ପ୍ରତ୍ୟାହାରକୁ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବାର ଅଛି ।

ରେଲୱେ କର୍ମଚାରୀଙ୍କୁ କୁଣ୍ଢାଇ ପକାଇଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଓଡ଼ିଶାରୁ ରାଜ୍ୟସଭା ଯାଇ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାକିଛନ୍ତି ଅଶ୍ୱିନୀ ବୈଷ୍ଣବ । ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ତାଙ୍କ ରେଳମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ତେବେ ନିଜ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି ଅଶ୍ୱିନୀ ।

ଏଲଆଇସିରୁ ହଟିବ ଅଧ୍ୟକ୍ଷ ପଦବୀ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଏଣିକି କେବଳ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀ ରହିବ । ନିଗମରେ ଅଧ୍ୟକ୍ଷ ପଦବୀକୁ ବାଦ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଚଳିତ ଆର୍ଥିକ ବର୍ଷରେ ଏଲଆଇସିର ଇନିସିଆଲ ପବ୍ଲିକ ଅଫର୍ ପୂର୍ବରୁ ସରକାର ଏ

ଆଜି ଲିଟିଲ ମାଷ୍ଟରଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ହେଉଛି ଲିଟିଲ ମାଷ୍ଟର ତଥା ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ଜନ୍ମଦିନ । ୭୨ ବର୍ଷରେ ପାଦ ଥାପିଛନ୍ତି ଏହି ଭାରତୀୟ କ୍ରିକେଟର । ଡେବ୍ୟୁ ମ୍ୟାଚରୁ ହିଁ କରିଥିବା ରେକର୍ଡ ଆଜି ମଧ୍ୟ ଅକ୍ଷୁର୍ଣ୍ଣ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ୪ଟି ଯେଷ୍ଟ ମ୍ୟାଚରେ

ଗୋଟିଏ ପରିବାରର ୧୨ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଲେ

ଅଯୋଦ୍ଧା: ଉତ୍ତରପ୍ରଦେଶର ଅଯୋଦ୍ଧାରେ ସରୟୁ ନଦୀରେ ୧୨ ଜଣ ବୁଡି ଯାଇଥିବା ସୂଚନା ମିଳିଛି । ଗୋଟିଏ ପରିବାରର ୧୨ ଜଣ ଗୁପ୍ତାର ଘାଟରେ ସ୍ନାନ କରୁଥିଲେ । ତା ମଧ୍ୟରେ ଏହି ଅଘଟଣ ଘଟିଛି । ସିଏମ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପିଏସି

ଢ଼ାକାରେ ଭୟାବହ ଅଗ୍ନିକାଣ୍ଡରେ ୪୦ ମୃତ

ଢ଼ାକା: ବାଙ୍ଗଲାଦେଶର ରାଜଧାନୀ ଢାକା ଅଞ୍ଚଳରେ ଏକ କଳକାରଖାନାରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ

ଠକାମୀର ଶିକାର ହେଲେ ସାହିଦ କପୁରଙ୍କ ସ୍ତ୍ରୀ ମିରା

ମୁମ୍ବାଇ: ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ଇନଷ୍ଟାଗ୍ରାମରେ ନିଜର ଏକ ନୂଆ ଫୋନ କଭରର ଫଟୋ ସେୟାର କରିଛନ୍ତି। ଏହି ଫୋନ କଭର ପାଇଁ ସେ ଠକେଇର ଶିକାର ହୋଇଥିବା କହିଛନ୍ତି। କଭର ଫଟୋ ସେୟାର କରି ମୀରା ରାଜପୁତ କହିଛନ୍ତି, ସେ ଏକ ସ୍ଲିଙ୍ଗ କେସ କିଣିଥିଲେ। ଯାହାକି ୱାର୍କଆଉଟ

ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ: ଗତକାଲି ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହୋଇଛି । ବହୁ ଯୁବ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଛି । ସେପଟେ ଏଭଳି ସ୍ଥିତିରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ସେ କହିଛନ୍ତି କି, ମାନସୁଖ ମାଣ୍ଡଭିଆଙ୍କୁ ଦେଶର ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ କରିବା ପରେ

ବର୍ଜ୍ୟବସ୍ତୁର ପୋଷାକ ପିନ୍ଧିବେ ତାପସୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପାନ୍ନୁ ପରିବେଶ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସେ ପ୍ରଥମ ଭାରତୀୟ ଅଭିନେତ୍ରୀ ହୋଇଛନ୍ତି ଯିଏ ଫିଲ୍ମ ସୁଟ୍ ପାଇଁ ବର୍ଜ୍ୟବସ୍ତୁରେ ତିଆରି ପୋଷାକ ପିନ୍ଧିବା ପାଇଁ ପଦକ୍ଷେପ ନେଇଛନ୍ତି । ତାପସୀ ଏହାର ତେଲୁଗୁ ଚଳଚ୍ଚିତ୍ର 'ମିଶନ୍

ଶସ୍ତାହେଲା ସୁନାଦର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ହେବା କାରଣରୁ ଅନୁରୂପ ଭାବେ ଦିଲ୍ଲୀ ସର୍ରାଫା ବଜାରରେ ଗୁରୁବାର ସୁନା ପ୍ରତି ୧୦ ଗ୍ରାମ ପିଛା ୨୦୮ ଟଙ୍କା ଶସ୍ତା ହୋଇଛି । ସେହିଭଳି ରୂପା ମୂଲ୍ୟରେ ୧୧୪୩ ଟଙ୍କା କିଲୋଗ୍ରାମ ପ୍ରତି ହ୍ରାସ ହୋଇଥିବା ରେକର୍ଡ କରାଯାଇଛି । ଋିପୋର୍ଟ