ଶେଷ ହେଲା ଜି-୨୦ ବୈଠକ, ହେଲେ ୟୁକ୍ରେନ ଯୁଦ୍ଧ ପସଙ୍ଗରେ ମିଳିଲାନି ସର୍ବସମ୍ମତି
ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ କୌଣସି ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ ବିନା ବେଙ୍ଗାଲୁରୁରେ ଶୁକ୍ରବାର ଦିନ ଶେଷ ହୋଇଛି ‘ଗ୍ରୁପ୍ ଅଫ୍ ୨୦’ ଅଗ୍ରଣୀ ଅର୍ଥନୀତିମାନଙ୍କ ଅର୍ଥନୈତିକ ମୁଖ୍ୟମାନଙ୍କ ବୈଠକ।
ୟୁକ୍ରେନ୍ ସହିତ ଯୁଦ୍ଧ କରୁଥିବାରୁ ଅଧିକାଂଶ ରାଷ୍ଟ୍ର ମସ୍କୋକୁ ନିନ୍ଦା କରିଥିଲେ!-->!-->!-->…