ମାଆର ଶିଳପୁଆ ମାଡରେ ଝିଅର ମୃତ୍ୟୁ
ସୁନ୍ଦରଗଡ଼: ସୁନ୍ଦରଗଡ଼ ହେମଗିରି ଥାନା କଲାମେଘା ଏନ୍ଟିପିସି ଥଇଥାନ କଲୋନୀରେ ଘଟିଛି ଅଭାବନୀୟ ଘଟଣା । ମାଆର ଶିଳପୁଆ ମାଡ଼ରେ ନାବାଳିକା ଝିଅର ମୃତ୍ୟୁ । ହତ୍ୟା ପରେ ମାଆର ମଧ୍ୟ ଆତ୍ମହତ୍ୟା ଉଦ୍ୟମ । କିନ୍ତୁ ଗୁରୁତର ଅବସ୍ଥାରେ ମାଆକୁ ହେମଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ!-->…