କେନ୍ଦ୍ର ସରକାରଙ୍କୁ କୃଷିମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଧାନର ଏମଏସପି ବୃଦ୍ଧିନେଇ ଚିଠି ଲେଖିଛନ୍ତି କୃଷିମନ୍ତ୍ରୀ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି । ୨୯୩୦ ଟଙ୍କାକୁ ବୃଦ୍ଧି ହେଲେ ଚାଷୀ ୨୫ ପ୍ରତିଶତ ଲାଭ!-->…