Odia News Portal
Browsing Tag

modi

ନିବେଦନକୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ () ଗତ କିଛି ଦିନ ତଳେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିବେଦନ କରିିଥିଲେ । ସେ ଆଜି ରାତି ୯ଟାରେ ୯ମିନିଟ ପାଇଁ ଘରର ଲାଇଟ ବନ୍ଦ ରଖିବାକୁ ନିବେଦନ କରିଥିଲେ । ସେହି ୯ମିନିଟ ବାଲକୋନି କିମ୍ବା ଘର ବାରଣ୍ଡାରେ ଦୀପ, ମହମବତି ଜଳାଇବାକୁ ସେ ଅନୁରୋଧ କରିିଥିଲେ ।…

୫ରେ ପ୍ରମାଣ ଦିଅ

ନୂଆଦିଲ୍ଲୀ()  ଦେଶରେ ୨୧ ଦିନିଆ ତାଲାବନ୍ଦ ଲାଗୁ ହେଉଥିବା ବେଳେ ଆଜି ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଦେଶରେ କରୋନାର ଉଦବେଗଜନିତ ସ୍ଥିତିକୁ ନଜରରେ ରଖି ଆଗାମୀ ଦିନମାନଙ୍କରେ ଲକଡାଉନ କଟକଣାକୁ ଆହୁରୀ କଡାକଡି କରିବା…

ମୋଦି ଜନତା କର୍ଫ୍ୟୁ ପାଇଁ ୨୨ ମାର୍ଚ୍ଚକୁ ହିଁ କାହିଁକି ବାଛିଲେ? ଜାଣନ୍ତୁ ପ୍ରକୃତ କାରଣ

ସାରା ବିଶ୍ୱରେ ବ୍ୟାପିଚାଲିଥିବା କରୋନା ଜୀବାଣୁକୁ ପରାସ୍ତ କରିବାକୁ ଭାରତ ପ୍ରସ୍ତୁତି ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଦେଶକୁ ସମ୍ବୋଧିତ କରିବାବେଳେ ମାର୍ଚ୍ଚ 22 ରେ ଜନତା କର୍ଫ୍ୟୁ ପାଇଁ ଅପରାହ୍ନ 5 ଟାରେ ଘରର କବାଟ, ଝରକା ଏବଂ ବାଲକୋନୀକୁ ଆସିବାକୁ ନିବେଦନ…

କରୋନାକୁ ନେଇ ଉଚିତ ମତାମତ ଦେଲେ ମିଳିବ ଲକ୍ଷେ ୭୫ ହଜାର

ନୂଆଦିଲ୍ଲୀ() ବିଶ୍ୱରେ ଏବେ କରୋନା ଭୂତାଣୁ ନେଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ନେତା ଠାରୁ ଆରମ୍ଭ କରି ଜନତା ସମସ୍ତେ କହିଛନ୍ତି ଚିନ୍ତାରେ । ଏହା ଭିତରେ କରୋନା ସହିତ ଲଢ଼ିବା ଲାଗି ଉପଯୁକ୍ତ ମତାମତ ଦେଲେ ଲକ୍ଷେ ୭୫ ହଜାର ଟଙ୍କାର ପୁରସ୍କାର ମିଳିବ ବୋଲି…

ମାଟ୍ରିକ ପାସ କରିବାର ୧୬ ବର୍ଷ ପରେ MA ପାସ କରିଛନ୍ତି ମୋଦି

ନୂଆଦିଲ୍ଲୀ() ସ୍ୱାଧୀନତା ପାଇବା ପରେ ଭାରତ ଏଯାବତ ୧୪ ଜଣ ପ୍ରଧାନ ମନ୍ତ୍ରୀଙ୍କୁ ଦେଖିସାରିଲେଣି । ନିକଟରେ ୨୦୧୯ ମସିହାରେ  ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ଦେଶର ନେତୃତ୍ୱ ନିଜ ହାତକୁ ନେଇଛନ୍ତି । ଏବେକା ସମୟରେ ବିଶ୍ୱର ଶକ୍ତିଶାଳୀ ନେତାଙ୍କ ଭିତରେ ଗଣାଯାଉଥିବା  ମୋଦିଙ୍କ…

ଏହି କାରଣ ପାଇଁ ହୋଲି ଖେଳିବେନି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ() ଚଳିତବର୍ଷ ହୋଲି ଖେଳିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ ପାଇଁ ସେ ହୋଲି ଖେଳିବେନି । ଏନେଇ ସେ ନିଜ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ହୋଲି ଭଳି ମିଳନ ଉତ୍ସବରେ ସାମିଲ ହେବେନି ବୋଲି ସେ କହିଛନ୍ତି । କରୋନା ନେଇ ବିଶେଷଜ୍ଞମାନେ ଦେଇଥିବା…

ମୋଦିଙ୍କ ସୋସିଆଲ ମିଡିଆ ଛାଡିବା ପ୍ରସଙ୍ଗରେ ଏମିତି କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ() ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଇଟର ଜରିଆରେ ସୂଚନା ଦେଇଥିଲେ କି ସେ ସମସ୍ତ ସୋସିଆଲ ମିଡିଆରୁ ଆସନ୍ତା ରବିବାରରୁ ଦୂରେଇ ଯିବେ । ମୋଦିଙ୍କର ଏହି ଟ୍ୱିଟ ପରେ ଏଥିରେ ପ୍ରତିକ୍ରୀୟା ରଖି ରାହୁଲ ଗାନ୍ଧି କହିଛନ୍ତି ଯେ,ସୋସିଆଲ ମିଡିଆ ନଛାଡି ଘୃଣାକୁ ତ୍ୟାଗ କର…