Odia News Portal
Browsing Tag

metric result

ଥମୁନି ମେଟ୍ରିକ ରେଜଲ୍ଟ ବିବାଦ

ଭୁବନେଶ୍ୱର: ନିକଟରେ ପ୍ରକାଶ ପାଇଥିବା ମେଟ୍ରିକ ରେଜଲ୍ଟକୁ ନେଇ ବିବାଦ ଥମିବାର ନାଁ ଧରୁନି । ଛାତ୍ରଛାତ୍ରୀମାନେ ସ୍କୁଲ ସାମନାରେ ଧାରଣା ଦେବା ସହ ହୋହାଲ୍ଲା କରୁଥିବା ଦେଖିବାକୁ ମିଳୁଛି । ଆଭ୍ୟନ୍ତରିଣରୁ ଉପାନ୍ତ ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ଅଶାନ୍ତି । ମେଧାବୀ ଛାତ୍ର

ଭୁଲ୍‌ କାହାର ?

ଭୁବନେଶ୍ୱର: ମାଟ୍ରିକ, ମୂଲ୍ୟାୟନ, ମନମାନି । ଭୁଲ କାହାର ଦଣ୍ଡ ପାଉଛି କିଏ ? ଭୁଲ୍ ଥିଲାକି ବିନା ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ପଦ୍ଧତି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ସାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ଭିତରେ ଯେଉଁ ଅସନ୍ତୋଷ କୁହୁଳିଛି ତାହା ପୂରା ବ୍ୟବସ୍ଥାର ଢିଲା

ମେଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ଘେରିଲେ ଶତାଧିକ ପିଲା ଓ ଅଭିଭାବକ

ଭୁବନେଶ୍ୱର: ସଦ୍ୟ ପ୍ରକାଶ ପାଇଥିବା ମେଟ୍ରିକ ରେଜଲ୍ଟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ତେବେ ଆଜି କଟକ ଓ ପୁରୀ ଜିଲ୍ଲାରେ ମାର୍କକୁ ନେଇ ତାତିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ପୁରୀ ମଧୁବନ ସରସତ୍ୱୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିଥିବା ବେଳେ କଟକ

ନୂଅପଡ଼ା ଜିଲ୍ଲାରେ ମେଟ୍ରିକ୍ ପରୀକ୍ଷା ପାସ୍ ହାର ୯୭.୫୬% , ଦୁଇ ଜଣ ଛାତ୍ରୀ ଏ ୱାନ୍

ନୁଆପଡା: ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । କରୋନା ସଂକ୍ରମଣ ର ଭୟ ଯୋଗୁଁ ଚଳିତ ବର୍ଷ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ କ୍ୟାରିୟର୍ କୁ ନେଇ ଚିନ୍ତା କରୁଥିବା ଛାତ୍ରଛାତ୍ରୀ ଙ୍କ ଅଶାନ୍ତ ମନରେ ଆଣିଛି ଅନେକ ଉତ୍ସାହ। ନୁଆପଡା ଜିଲ୍ଲା ରେ ଚଳିତ ବର୍ଷ ପାସ୍ ହାର ୯୭.୫୬ %

ବିନା ପରୀକ୍ଷାରେ ଆଜି ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ । ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇନଥିଲେ । ମାତ୍ର ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । ସଂଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍ରେ ଫଳାଫଳ ଉପଲବ୍ଧ ହେବ । www.bseodisha.ac.in ଓ