Odia News Portal
Browsing Tag

metric exam

ଆସନ୍ତା ୨୦ ସୁଦ୍ଧା ପ୍ରକାଶ ପାଇବ ମେଟ୍ରିକ ଅଫଲାଇନ ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତା ୨୦ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଅଫଲାଇନ୍ ପରୀକ୍ଷା ରେଜଲ୍ଟ । ଏଥିଲାଗି ଜୋରଦାର ଉଦ୍ୟମ ଚାଲିଛି। ଚଳିତ ବର୍ଷ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ସତ୍ତ୍ୱେ ଗତବର୍ଷଠାରୁ ଶୀଘ୍ର ଆରମ୍ଭ ହେବ ଯୁକ୍ତ ୨ ନାମଲେଖା । ଅଫଲାଇନ୍ ପରୀକ୍ଷା ଦେଇଥିବା ପିଲାଙ୍କୁ ବି ନାମ

ସରିଲା ମେଟ୍ରିକ୍ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର: ଚଳିତବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ମେଟ୍ରିକ ରେଜଲ୍ଟ । ତେବେ ଏଥିରେ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିଲେ । ସେମାନେ ପୁଣିଥରେ ଫର୍ମଫିଲପ କରି ଅଫଲାଇନରେ ଦେଉଥିଲେ ପରୀକ୍ଷା । ଯାହାକି ଆଜି ଶେଷ ହୋଇଛି । ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ୍ ମୂଲ୍ୟାୟନ। ୩ ଦିନ

ମେଟ୍ରିକ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ

ଗଞ୍ଜାମ: ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଦେଲେ ମେଟ୍ରିକ ପରୀକ୍ଷା । ୪୯ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ବିଜେଡିର ଜଣେ ଆଗ ଧାଡ଼ିର ନେତା । ସେ ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଇଥିବା ସୂଚନା ମିଳିଛି । ୩ଥର ବିଧାୟକ ହୋଇଥିଲେ

ଆଜିଠୁ ମେଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଅଫଲାଇନରେ ଆରମ୍ଭ ହୋଇଛି ମେଟ୍ରିକ ପରୀକ୍ଷା । ପ୍ରକାଶିତ ଫଳାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଆଜି ଦେବେ ପରୀକ୍ଷା । କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ୍ ୬ ହଜାର ୫ ଶହ ୯୭ ପରୀକ୍ଷାର୍ଥୀ ଦେବେ ରେଗୁଲାର ପରୀକ୍ଷା । ମଧ୍ୟମା ଏବଂ ଓପନ୍

ଆସନ୍ତାକାଲି ଅଫଲାଇନରେ ମେଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଚଳିତବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଥିଲା ମେଟ୍ରକି ରେଜଲ୍ଟ । ଯାହାକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହୋଇଥିଲେ । ଏମାନେ ପୁଣିଥରେ ଫର୍ମଫିଲପ କରିଛନ୍ତି । ଆଉ ଆସନ୍ତାକାଲି ଅଫଲାଇନରେ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ । ଶୁକ୍ରବାର ଦିନ ମୋଟ୍ ୬ ହଜାର ୫ ଶହ ୯୭

ଆଜିଠୁ ଆରମ୍ଭ ହୋଇଛି ମେଟ୍ରିକ ଫର୍ମଫିଲପ

ଭୁବନେଶ୍ୱର: ନକଟରେ ପ୍ରକାଶ ପାଇଛି ମେଟ୍ରିକ ରେଜଲ୍ଟ । ତେବେ ଅସନ୍ତୁଷ୍ଟ ଥିବା ଛାତ୍ର ଛାତ୍ରୀମାନେ ପୁନର୍ବାର ପରୀକ୍ଷା ଦେବା ଲାଗି ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ । ଏହି ଆଧାରରେ ଆଜିଠାରୁ ଆରମ୍ଭ ହୋଇଛି ଫର୍ମଫିଲପ । ଯାହା ଜୁଲାଇ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବ । ବୋର୍ଡ

ଅସନ୍ତୁଷ୍ଟ ପିଲା ୭୦% ସିଲାବସର ପରୀକ୍ଷା ଦେବେ ମେଟ୍ରିକ ପରୀକ୍ଷା

ଭୁବନେଶ୍ୱର : ଅସନ୍ତୁଷ୍ଟ ଛାତ୍ର ଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେବେ । ତେବେ ସେମାନେ ୭୦ ପ୍ରତିଶତ ସିଲାବସରୁ ପରୀକ୍ଷା ଦେବେ ବୋଲି ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଫଲାଇନ ପରୀକ୍ଷା ଲାଗି ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ଫିଲପ କରାଯିବ । ତେବେ ପରୀକ୍ଷାର ୧୫ଦିନ