Odia News Portal
Browsing Tag

matric exam

ସରିଲା ପ୍ରଥମ ଦିନର ମାଟ୍ରିକର ଦ୍ବିତୀୟ ସମେଟିଭ୍ ପରୀକ୍ଷା

ସରିଲା ପ୍ରଥମ ଦିନର ମାଟ୍ରିକର ଦ୍ବିତୀୟ ସମେଟିଭ୍ ପରୀକ୍ଷା । ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଗ୍ରୀଷ୍ମପ୍ରବାହ ଓ କୋଭିଡ୍ କୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଗୁଡିକରେ ସଵୁ ପ୍ରକାର ଵ୍ୟଵସ୍ଥା କରାଯାଇଥିବା ଵୋର୍ଡ ସଭାପତି କହିଛନ୍ତି । ଏହା ସହ ପ୍ରଥମ ଦିନର

ଆସିଲା ମାଟ୍ରିକ ପରୀକ୍ଷାର କାର୍ଯ୍ୟସୂଚୀ

ମାଟ୍ରିକ ପରୀକ୍ଷା ପାଇଁ କାର୍ୟ୍ୟସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ବୋର୍ଡ । ୨୯ ଅପ୍ରେଲରୁ ୭ ମେ ଯାଏଁ ପରୀକ୍ଷା କରାଯିବ । ପ୍ରତି ବିଷୟରେ ୩୦ ମାର୍କ ସବଜେକଟିଭ୍ ଏବଂ ୫୦ ମାର୍କ ଅବଜେକଟିଭ୍ ରହିବ । ମୋଟ ୮୦ ନମ୍ବରର ପରୀକ୍ଷା ପାଇଁ ସମୟ ଅବଧି ଦୁଇଘଣ୍ଟା ରହିବ । କେବଳ ଗଣିତ ପାଇଁ ୨

ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଏପ୍ରିଲ ୨୯ରୁ ମେ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ । ହାଇସ୍କୁଲ ସାର୍ଟିଫିକେଟ , ମଧ୍ୟମା ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହେବ । ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ । ଯଥାସମ୍ଭବ

ମାଟ୍ରିକ ପରୀକ୍ଷା ଫି’ ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦଶମ ପରୀକ୍ଷା ଫି’ ଛାଡ଼ କଲେ ମୁଖ୍ୟମନ୍ତ୍ରୀଙ୍କୁ । ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ଯୋଗୁଁ ଘୁଞ୍ଚିଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର() ମାଟ୍ରିକ ଖାତା ଦେଖା ଗୋଟିଏ ଦିନ ଘୁଞ୍ଚିଛି । ବାତ୍ୟା ଯୋଗୁଁ ଗୋଟିଏ ଦିନ ଖାତା ଦେଖା ଘୁଞ୍ଚାଯାଇଛି । ୨୦ମେ ବଦଳରେ ୨୧ ତାରିଖରେ ଖାତା ମୂଲ୍ୟାୟନ ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । +୨ରେ ବାକି ପରୀକ୍ଷା ଜୁଲାଇ ୧ରୁ ୧୫ଭିତରେ ହେବ । ୪ଟି…

ପ୍ରେମିକ ପାଇଁ ମାଟ୍ରିକ ପରୀକ୍ଷା ଦେଇ ଧରାପଡିଲା ପ୍ରେମିକା

ସମ୍ବଲପୁର () ପ୍ରେମିକ ପାଇଁ ମାଟ୍ରିକ ପରୀକ୍ଷା ଦେଇ ଧରାପଡିଲା ପ୍ରେମିକା । ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ଅଭିଯୋଗ କ୍ରମେ ପ୍ରକୃତ ପରୀକ୍ଷାର୍ଥୀ ଓ ପରୀକ୍ଷା ହଲ୍ ରେ ବସିଥିବା ଯୁବତୀଙ୍କୁ ପୋଲିସ ଗିରଫ କରିଛି। ପ୍ରେମିକ ପାଇଁ ପ୍ରେମିକା ପରୀକ୍ଷା ଦେବାକୁ ଆସିଥିବା ପୋଲିସ ସ୍ପଷ୍ଟ…

ଚଳିତ ବର୍ଷର ନୁହେଁ ଭାଇରାଲ ପ୍ରଶ୍ନପତ୍ର

ଭୁବନେଶ୍ୱର () ଆଜି ଧର୍ମଗଡରେ ଭାଇରାଲ ହେଇଥିବା ପ୍ରଶ୍ନପତ୍ର ଚଳିତ ବର୍ଷର ନୁହେଁ । ପରୀକ୍ଷାରୁ ବାହାରିବା ପରେ ପରୀକ୍ଷାର୍ଥୀ କହିଲେ ପଡିନି ଏଭଳି ପ୍ରଶ୍ନ । ମାଟି୍ରକ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ନପୁରୁଣୁ ମୋବାଇଲକୁ ମୋବାଇଲ ଘୁରି ବୁଲିଥିବା ପ୍ରଶ୍ନପତ୍ର । ଏହି ଖବର ସାମ୍ନାକୁ…

ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର () ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ଦିନ ଅର୍ଥାତ ୧୯ ତାରିଖରେ ସାହିତ୍ୟ, ୨୨ରେ ଦ୍ୱିତୀୟ ଭାଷା, ୨୪ରେ ହିନ୍ଦୀ ଓ ସଂସ୍କୃତର ପରୀକ୍ଷା ହେବ ।ସେହିପରି ୨୬ ତାରିଖରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ଏବଂ…

ମାଟ୍ରିକ ପରୀକ୍ଷା ଖାତାରେ ରହିବ ସିକ୍ୟୁରିଟି କୋଡ

ଭୁବନେଶ୍ୱର () ଫେବ୍ରୁଆରୀରେ ହେବ ମାଟ୍ରିକ ପରୀକ୍ଷା । ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । କେବଳ ଆନୁଷ୍ଠାନିକ ଭାବେ ଘୋଷଣା କରିବ ବୋର୍ଡ । ସେପଟେ ଅନ୍ୟ ସୂଚନାରୁ ଜଣାପଡିଛି ଏଥର କପି ରୋକିବାକୁ ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ ରହିବା ଏହି…