Odia News Portal
Browsing Tag

Mask

ରାଜ୍ୟରେ ସଂକ୍ରମଣ ବଢ଼ିଲେ ମାସ୍କ ଲାଗି ନୂଆ ନିୟମ ଆସିପାରେ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କରୋନା ରୋକିବା ପାଇଁ ମାସ୍କ ପିନ୍ଧିବା ସହ ଭିଡରୁ ଦୂରେଇ ରହିବା ଦରକାର । ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଆମକୁ ବି ସତର୍କ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଦିଲ୍ଲୀ, ପଞ୍ଜାବରେ ସଂକ୍ରମଣ ହାର ବଢିବା ପରେ ମାସ୍କ ପୁଣି ବାଧ୍ୟତାମୂଳକ

ମାସ୍କ ବ୍ୟବହାର ନକଲେ ୫୦୦ ଫାଇନ

ଦିଲ୍ଲୀରେ ବଢିବାରେ ଲାଗିଛି କରୋନା ସଙ୍କ୍ରମଣ । ଦିଲ୍ଲୀରେ ପୁଣି କଟକଣା ଲଗାଇବାକୁ ଚାଲିଛି ଆଲୋଚନା । ଦିଲ୍ଲୀରେ ପୁଣି ମାସ୍କ ବ୍ୟବହାର ବାଧ୍ୟତାମୂଳକ । ମାସ୍କ ନପିନ୍ଧିଲେ କଟିବ ୫୦୦ ଫାଇନ୍ । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର ବୈଠକ ଜାରି ରହିଛି । କରୋନା ସଙ୍କ୍ରମଣ ବୃଦ୍ଧି

ଏଣିକି ମାସ୍କ ନପିନ୍ଧିଲେ ୨୦୦୦ ଜୋରିମାନା

ଦେଶର ଅନେକ ସ୍ଥାନରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେବାରେ ଲାଗିଲାଣି । ଏହାରି ମଧ୍ୟରେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ବଢିଚାଲିଛି । ଦିଲ୍ଲୀରେ ଏଣିକି ମାସ୍କ ନପିନ୍ଧିଲେ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଭୁବନେଶ୍ବରେ ଉଦ୍‌ଘାଟିତ ହେଲା ସର୍ଜିକାଲ୍‌ ମାସ୍କ ତିଆରି କାରଖାନା

ଭୁବନେଶ୍ୱର() ପ୍ରଥମ ଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରଠାରେ ସର୍ଜିକାଲ୍‌ ମାସ୍କ ତିଆରି କରାଖାନାର ଉଦ୍‌ଘାଟନ ହୋଇଛି । ଭୁବନେଶ୍ୱର ସ୍ଥିତ ଚନ୍ଦକା ଶିଳ୍ପାଞ୍ଚଳରେ କରୋନା ମୁକାବଲା ଓ ବାୟୁ ପ୍ରଦ୍ୟୁଷଣ କୁ ଆଖି ଆଗରେ ରଖି ଏନ୯୫ , କେ ଏନ ୯୫ ଓ ସର୍ଜିକାଲ ମାସ୍କ ତିଆରି କରିବା କାରଖାନା…

‘ମାସ୍କ’ର ହିନ୍ଦୀ ଅନୁବାଦ ଜାଣିଲେ ନ ହସି ରହିପାରିବେ ନାହିଁ

ମୁମ୍ବାଇ() ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଛନ୍ତି । ଅଧିକାଂଶ ସମୟ ସେ ପ୍ରଶଂସକଙ୍କ ସହ ପ୍ରେରଣାଦାୟୀ ଏବଂ ମଜାଦାର ପୋଷ୍ଟ ସେୟାର କରନ୍ତି । ଏବେ ସେ ‘ମାସ୍କ’ର ମାନେ ବୁଝାଇଛନ୍ତି । ‘ମାସ୍କ’ର ହିନ୍ଦୀ ଅନୁବାଦ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମ୍‌…

ସେବାୟତଙ୍କ ଲାଗି ସ୍ବତନ୍ତ୍ର ମାସ୍କ, ୩ରଥର ରଙ୍ଗରେ ହେବ ତିଆରି

ଭୁବନେଶ୍ୱର()ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବ ବୟନିକା । ଶ୍ରୀମନ୍ଦିରର ସେବାୟତ ପିନ୍ଧିବେ ବୟନିକା ଦ୍ୱାରା ବାନ୍ଧ ବସ୍ତ୍ରରେ ପ୍ରସ୍ତୁତ ମାସ୍କ । ଏଥିପାଇଁ ୫ହଜାର ମାସ୍କ ପ୍ରସ୍ତୁତ ହେଉଛି । ତା’ପୁଣି ୩ ରଥର କପଡ଼ା ରଙ୍ଗରେ । ତିନି ପ୍ରକାର ଡିଜାଇନ୍‌ରେ ତିଆରି ହେବ ମାସ୍କ ବୋଲି ବୟନିକା…

ଏଣିକି ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା

ବ୍ରହ୍ମପୁର() ‘କରୋନା’ ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଠୋର ହୋଇଛି। ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍‌ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। କରୋନା’ର…