Odia News Portal
Browsing Tag

marking

CBSE, ICSE ମୂଲ୍ୟାୟନ ନିଷ୍ପତି କାଏମ

ନୂଆଦିଲ୍ଲୀ: ସିବିଏସଇ ଓ ଆଇସିଏସଇର ମୂଲ୍ୟାୟନ ପନ୍ଧତିକୁ ସୁପ୍ରିମକୋର୍ଟଙ୍କ କାଏମ । ଜନହିତକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି । ନିଷ୍ପତିକୁ ଚ୍ୟାଲେଞ୍ଜ କରି ସମସ୍ତ ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

ଜୁଲାଇ ୩୧ ସୁଦ୍ଧା ବାହାରିବ ଯୁକ୍ତ ୨ ସିବିଏସଇ ଫଳାଫଳ

ନୂଆଦିଲ୍ଲୀ: ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିଥିଲେ । ମୂଲ୍ୟାୟନକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ଏଥିପାଇଁ ସିବିଏସଇ ଏକ ୧୩ ଜଣିଆ କମିଟି ଗଠନ କରିଥିଲା । କମିଟିର ସୁପାରିଶ ଆଧାରରେ ମୂଲ୍ୟାୟନ ମାନଦଣ୍ଡ ନିର୍ଦ୍ଧାରଣ

ଯୁକ୍ତ ୨ ମୂଲ୍ୟାଙ୍କନର ବାହାରିଲାନି ନିଷ୍କର୍ସ

ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାଙ୍କନ ଲାଗି ବାରମ୍ବାର ବସୁଛି ବୈଠକ । ତେବେ ଏଯାବତ ବାହାରିପାରିଲାନି ନିଷ୍କର୍ସ । ଗତକାଲି ୨୦୨୧-୨୨ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ବିଶେଷଜ୍ଞ ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଆଜି ଅନ୍ତିମ ବୈଠକରେ ଚୂଡାନ୍ତ

ଯୁକ୍ତ ୨ ମୂଲ୍ୟାୟନ ଲାଗି ଆଜି ବସିବ ଶେଷ ବୈଠକ

ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାୟନ ଲାଗି ଆଜି ବସିବ ଅନ୍ତିମ ବୈଠକ । ପୂର୍ବରୁ ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେବେ ମୂଲ୍ୟାୟନ ଲାଗି ୧୪ ଜଣିଆଁ ଟିମ୍ ଗଠନ ହୋଇଛି । ବୈଠକରେ ମୂଲ୍ୟାୟନ ସମ୍ବନ୍ଧରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ବନ୍ଦ ଲଫାପାରେ

ଯୁକ୍ତ ୨ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ବସିଥିବା ବୈଠକରେ ବାହାରିିଲାନି ନିଷ୍କର୍ସ, ବସିବ ଦ୍ୱିତୀୟ ବୈଠକ

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନିର୍ଦ୍ଧାରଣ କରିବାକୁ ବସିଥିଲା ବୈଠକ । ପ୍ରଥମ ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବା ବେଳେ ଦ୍ୱିତୀୟ ବୈଠକ ବସିବା ନେଇ ସୂଚନା ମିଳିଛି । ଗଠନ ହୋଇଥିବା ୧୪ ଜଣିଆ