Odia News Portal
Browsing Tag

mao against development

ମାଓବାଦୀଙ୍କ ଲଙ୍କାକାଣ୍ଡ: ଜାଳିଦେଲେ ୧୧ ଗାଡ଼ି

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ରେ ଜାରି ରହିଛି ମାଓବାଦୀଙ୍କ ଔଦ୍ଧତ୍ୟ ।  ଅଞ୍ଚଳରେ ହେଉଥିବା ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟକୁ ଲଗାତାର ବିରୋଧ କରୁଛି ଲାଲ୍ ବାହିନୀ ।ସେମାନେ ଆତ୍ମ ଗର୍ବରେ ବଶୀଭୂତ ହୋଇ ଜାଳି ଦେଇଛନ୍ତି ୧୧ଟି ଗାଡି । ମାଓବାଦୀଙ୍କ