ବିଦ୍ୟୁତ ସଂସ୍ପର୍ଶରେ ଆସି ଅନେକ ଜୀବଙ୍କ ମୃତ୍ୟୁ
ମାଲକାନଗିରି: କାଳ ବୈଶାଖୀ ଫଳରେ ପ୍ରାୟ ଦିନ ସ୍ୱଳ୍ପ ବର୍ଷା ସହ ଝଡ ଦେଖିବାକୁ ମିଳୁଛି ମାଲକାନଗିରି ଜିଲ୍ଲାରେ । ଗତକାଲି କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୭୫ ଗ୍ରାମର ଏକ ନୀଳଗିରି ଲାଗିଥିବା ଜମିତ ଠାରେ ୧୧୦୦୦ କେ.ଭି ତାର ଝଡ ଯୋଗୁ ଛିଣ୍ଡି ମାଟିକୁ ଲାଗିଥିଲା ସେହି ସମୟରେ ସେଠାରେ!-->…