Odia News Portal
Browsing Tag

manas swain murder case

ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଆଜି ଅଭିଯୁକ୍ତଙ୍କ ରିମାଣ୍ଡ ସରୁଥିବା ବେଳେ କ୍ରାଇମବ୍ରାଞ୍ଚ ତନାଘନା ଜାରି ରହିଛି । ରିମାଣ୍ଡର ଶେଷ ଦିନରେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ସ୍ବୀକାର କରିଛନ୍ତି, ମାନସ

ମାନସ ସ୍ୱାଇଁ ହତ୍ୟାକାଣ୍ଡ: ଅପରାଧ ମାନିଲେ ଶର୍ମିଷ୍ଠା, ଆଜି ସରିବ ରିମାଣ୍ଡ୍‌

ଶୁକ୍ରବାର କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡର କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିଥିଲା କ୍ରାଇମ୍‌ବ୍ରାଞ୍ଚ୍‌ । ଶର୍ମିଷ୍ଠାଙ୍କୁ ନେଇ ପ୍ରଥମେ ଭଦ୍ରକ ଜିଲ୍ଳା ଚାନ୍ଦବାଲି ତା’ପରେ ଭୁବନେଶ୍ୱର ଦୟାଲ ଆଶ୍ରମ ଓ ଶେଷରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାସ୍ଥିତ

ମାନସ ସ୍ଵାଇଁ ହତ୍ୟା ମାମଲା : ସିନ୍ ରିକ୍ରିଏସନ୍ କରୁଛି କ୍ରାଇମ୍‌ବ୍ରାଞ୍ଚ୍, କ୍ରାଇମ୍ ସ୍ପଟ୍‌ରେ ଶର୍ମିଷ୍ଠା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲାରେ ସିନ୍ ରିକ୍ରିଏସନ୍ କରୁଛି କ୍ରାଇମ୍‌ବ୍ରାଞ୍ଚ୍। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ନେଇ ଚାନ୍ଦବାଲି ପଳାସପୁର ଗ୍ରାମର କ୍ରାଇମ୍‌ସ୍ପଟ୍‌ରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚ୍ ଟିମ୍। ଅଭିଯୁକ୍ତ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ

ମାନସ ହତ୍ୟା ମାମଲା : ସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସିନ୍ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ କ୍ରାଇମ ସ୍ପଟକୁ ନେବ ପୋଲିସ । ସେମାନଙ୍କୁ ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ଦୟାଲ ଆଶ୍ରମ ଏବଂ ନୟାଗଡ଼ ବିଧିପାଟଣା

ଆସିଲା ମାନସଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆସିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମାନସଙ୍କୁ ଲମ୍ବା ସମୟ ଧରି ଭୋକିଲା ରଖାଯାଇଥିଲା । ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା । ଲୁହା ରଡରେ ମାଡ ମରାଯାଇଥିଲା । ମାନସଙ୍କ ତିନିଟି ପିଞ୍ଜରା ହାଡ ଭାଙ୍ଗିଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।

କ୍ୟାମେରାମ୍ୟାନ୍‌ ହତ୍ୟା ଘଟଣା:ଅଭିଯୁକ୍ତଙ୍କ ଠାରୁ ସତ ବାହାର କରୁଛି କ୍ରାଇମବ୍ରାଞ୍ଚ

ଖୋଲୁଛି କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଗୁମର। ଗୋଟିଏ ପରେ ଗୋଟେି ସତ ଉଗାଳିବା ଆରମ୍ଭ କରିଛନ୍ତି ଅଭିଯୁକ୍ତ। ପ୍ରଥମ ଦିନରେ ୭ଘଣ୍ଟାର ମାରାଥନ୍‌ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଶର୍ମିଷ୍ଠା ସମେତ ୪ ଅଭିଯୁକ୍ତ ଙ୍କୁ ଜେରା କରିବା ପାଇଁ ୧୬ ଜଣଙ୍କୁ ନେଇ ଗଠିତ ହୋଇଛି ୪ଟି

କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଶର୍ମିଷ୍ଠା

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଶର୍ମିଷ୍ଠା ରାଉତଙ୍କ ସମେତ ଚାରିଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆସିଥିବା ଅଭିଯୁକ୍ତମାନେ ହେଲେ ଶର୍ମିଷ୍ଠା ରାଉତ, ପୂର୍ବତନ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ, ଶର୍ମିଷ୍ଠାଙ୍କ ସହଯୋଗୀ

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ ଝୁନାଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌। ଭଦ୍ରକ ନଳାଙ୍ଗ ଗ୍ରାମରୁ ଶର୍ମିଷ୍ଠାକୁ ଧରିବାରେ ସଫଳ ହେଲା ପୋଲିସ।ଏଥି ସହିତ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଧରିବା ସଫଳ ହୋଇଛି ହୋଇଛି ପୋଲିସ। ପୋଲିସ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା : ଦ୍ୱିତୀୟ ଦିନରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ଥାନାରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌ । ଦ୍ବିତୀୟ ଦିନରେ ଚାନ୍ଦବାଲିରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି । ଆଜି ଦୁଇ ଜଣ ସାକ୍ଷୀଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା କରୁଛି । ଦେବାଶିଷ ଜେନା ଓ ଶରତ ପଣ୍ଡାଙ୍କୁ

ମାନସ ସ୍ବାଇଁ ହତ୍ୟା ଘଟଣା : ଚାନ୍ଦବାଲି ଥାନାରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍

ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ଚାନ୍ଦବାଲି ଥାନରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଥାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟ