ମଦ ନିଶାରେ ସ୍ତ୍ରୀ ଓ ୫ ବର୍ଷର ପୁଅକୁ ହତ୍ୟା
ଜୟପୁର : ନିଶା ହେଲା କାଳ । ମଦ ନିଶାରେ ସ୍ତ୍ରୀ ଓ ପୁଅକୁ ହତ୍ୟା । କୋରାପୁଟ ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡା ଗ୍ରାମରେ ଜଣେ ବ୍ୟକ୍ତି ରଚିଛନ୍ତି ଏପରି ବର୍ବର କାଣ୍ଡ। ବ୍ୟକ୍ତିଜଣଙ୍କ ନିଜ ସ୍ତ୍ରୀ ଏବଂ ୫ବର୍ଷ ଶିଶୁ ପୁତ୍ରକୁ ହତ୍ୟା କରିଛନ୍ତି।ଏହି ଘଟଣାକୁ ନେଇ ଗ୍ରାମରେ !-->…