ଆଜି ବିଶ୍ୱ ବନ୍ଧୁତା ଦିବସ
ଆଜି ବିଶ୍ୱ ବନ୍ଧୁତା ଦିବସ । ସ୍କୁଲ କଲେଜରୁ ଆରମ୍ଭ କରି ପାର୍କ ମଲ ଆଦିରେ ବନ୍ଧୁମାନଙ୍କ ଭିଡ଼ ଜମିଥାନ୍ତା । କିଏ ଉପହାର ଦେଇ ବନ୍ଧୁତାର ପୁରୁଣା ସ୍ମୃତିକୁ ମନେ ପକାଇଥାନ୍ତା ତ ଆଉ କିଏ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧି ଶୁଭେଚ୍ଛା ଜଣାଇଥାନ୍ତା । ପୁଣି କିଏ କେକ୍ କାଟି ବନ୍ଧୁତା ଦିବସକୁ!-->…