କମ୍ ଖର୍ଚ୍ଚରେ ଭକ୍ତଙ୍କ ପାଇଁ ରହଣୀ,ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ
ମାତ୍ର ଦିନ କେଇଟା ପରେ ଖୋଲିବ ଶ୍ରୀମନ୍ଦିର। ଏହାକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ ନିଷ୍ପତି ।ଏଣିକି ମାତ୍ର ଶହେ ଟଙ୍କାରେ ପୁରୀରେ ରହି କାଳିଆକୁ ଦେଖିପାରିବ ଭକ୍ତ। ମାତ୍ର ୧୦୦ରୁ ଦେଢ ଶହ ଟଙ୍କାରେ ସରକାରୀ ଭକ୍ତ ନିବାସରେ ରହି ପାରିବେ ଭକ୍ତ । ଭକ୍ତ ନିବାସ ପାଇଁ!-->…