ପ୍ରେମିକର ଘର ସାମନାରେ ଧାରଣା ଦେଲା ପ୍ରେମିକା
ବଲାଙ୍ଗୀର: ପ୍ରେମରେ ବାଧକ ସାଜିଛି ଜାତିପ୍ରଥା । ପ୍ରେମିକକୁ ବିଶ୍ୱାସ କରି ସବୁକିଛି ଦାନ କରି ଦେଇଥିଲା । ହେଲେ ଅନ୍ୟତ୍ର ବିବାହ କରିବାକୁ ଯାଉଛି ପ୍ରେମିକ । ଶେଷରେ ସବୁଆଡ଼ୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ନ୍ୟାୟ ପାଇଁ ପ୍ରେମିକର ଘର ସାମନାରେ ଧାରଣା ଦେଲେ ଯୁବତୀ । ମୋ ପ୍ରେମିକକୁ!-->…