Odia News Portal
Browsing Tag

lord jagannath

୨୧ ରୁ କୋହଳ ହେବ ଜଗା ଦର୍ଶନ

ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଲଗାଯାଇଥିବା ସମସ୍ତ କଟକଣାକୁ ଶ୍ରଦ୍ଧାଳୁଙ୍କ ପାଇଁ ଉଠାଇ ଦିଆଯାଇଛି। ୨୧ରୁ କୋହଳ ହେବ ଜଗା ଦର୍ଶନ। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କେବଳ ମାସ୍କ ପନ୍ଧିବା ବାଧ୍ୟତାମୂଳକ କରଯାଇଛି। କୋଭିଡ ସାର୍ଟିଫିକେଟ ଦରକାର ପଡିବନି। ୨ ବର୍ଷ ପରେ ସ୍ବାଭାବିକ ହେଲା…