ବିଷ୍ଣୁପଦ ସେଠୀଙ୍କୁ ନୋଟିସ
ଭୁବନେଶ୍ୱର : ଓମ୍ଫେଡ୍ ଦୁର୍ନୀତି ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ନୋଟିସ । ଓମ୍ଫେଡ୍ ଦୁର୍ନୀତି ମାମଲାରେ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି | ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମୁଖ୍ୟ!-->…