Odia News Portal
Browsing Tag

lifestyle

ଦୁନିଆରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ କାମ କରେନି କୌଣସି ବୈଦୁତିକ ଉପକରଣ

ଭୁବନେଶ୍ୱର: ଦୁନିଆରେ ଏପରି ବହୁ ସ୍ଥାନ ରହିଛି , ଯାହା ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ। ସେଭଳି ହିଁ ଏକ ସ୍ଥାନ ମେକ୍ସିକୋ ସହରରେ ରହିଛି। ଯାହାକୁ ‘ଜୋନ ଅଫ ସାଇଲେନ୍ସ’ (ନୀରବତାଅଞ୍ଚଳ) ନାମରେ ଜଣା ଶୁଣା। ଏହି ସ୍ଥାନ ସ୍ୱତନ୍ତ୍ର। ଯାହା ବିଷୟରେ ଜାଣି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ

ଆପଣ ଜାଣନ୍ତି କି ଭାରତର ଏହି ମନ୍ଦିର ନିର୍ମାଣ କରିବାକୁ ଲାଗିଥିଲା ଶହେ ବର୍ଷ

ମୁମ୍ବାଇ: ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ଲୋକେ ରହୁନ୍ତି । ତେବେ ଭାରତ ବର୍ଷରେ ଅନେକ ମନ୍ଦିର ରହିଛି । ଯାହାର ଅନେକ ବିଶେଷତ୍ୱ ରହିଛି । ଭଗବାନ ଓ ମନ୍ଦିରର ସଭିଁଙ୍କ ପାଇଁ ଖୁବ ମହତ୍ତ୍ୱ ରହିଛି। ଭଗବାନଙ୍କୁ ହିଁ ସୃଷ୍ଟିର ସଞ୍ଚାରକ ବୋଲି କୁହାଯାଏ।

ଭାରତ ଏମିତି ଏକ ମନ୍ଦିର ରହିଛି ଯେଉଁଠାରେ ସନ୍ଧ୍ୟା ହେଲେ କେହି ରୁହନ୍ତି ନାହିଁ

ଜୟପୁର: ଆମ ଦେଶରେ ଏଭଳି ବହୁ ମନ୍ଦିର ରହିଛି, ଯାହା ରହସ୍ୟମୟ ଓ ଖୁବ ପ୍ରାଚୀନ। ଏପରି ହିଁ ଏକ ମନ୍ଦିର ରାଜସ୍ଥାନରେ ରହିଛି। ଏହି ମନ୍ଦିରରେ ସନ୍ଧ୍ୟା ହେବା ମାତ୍ରେ କୌଣସି ଲୋକେ ଏଠାରେ ରୁହନ୍ତି ନାହିଁ। ଏହାର କାରଣ ପଛରେ ଏକ ରହସ୍ୟ ରହିଛି। ଲୋକେ ବିଶ୍ୱାସ କରନ୍ତି, ରାତିରେ ଏଠାରେ ରହିବା

ଗାଙ୍ଗୁଲିଙ୍କ ଜୀବନକୁ ନେଇ ତିଆରି ହେବ ଫିଲ୍ମ

କ୍ରିକେଟର ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀ ଓ ମହମ୍ମଦ ଆଝାରୁଦ୍ଧିନଙ୍କ ପରେ ଏବେ ସୌରଭ ଗାଙ୍ଗୁଲିଙ୍କ ଜୀବନ ଉପରେ ବାୟୋପିକ୍ ଫିଲ୍ମ ବନିବାକୁ ଯାଉଛି । ଏନେଇ ନିଜେ ସୌରଭ ଗାଙ୍ଗୁଲି ହିଁ ଏକ ଜାତୀୟ ଗଣମାଧ୍ୟମକୁ ଖବର ଦେଇଛନ୍ତି । ସୌରଭ ଏବେ ଭାରତୀୟ କ୍ରିକେଟ ଦଳ ଅଧିନାୟକ

ଜାଣନ୍ତୁ ତୁଳସୀ ପତ୍ରର ଉପକାରିତା

ଭୁବନେଶ୍ୱର: ତୁଳସୀକୁ ହନ୍ଦୁ ଧର୍ମରେ ଏକ ପବିତ୍ର ପଦାର୍ଥ ରୂପେ ମନାଯାଇଥାଏ । ତେବେ ଏହି ତୁଳସୀ ପତ୍ରର ଅନେକ ଗୁଡିଏ ଉପକାରିତା ରହିଛି । ଆଜି ଆମେ ଆପଣଙ୍କୁ ଆମର ଲେଖା ମାଧ୍ୟମରେ ଜଣାଇବୁ ଏହି ତୁଳସୀ ପତ୍ରର କଣସବୁ ରହିଛି ଉପକାରିତା । ତୁଳସୀରେ ପ୍ରାକୃତିକ ଔଷଧୀୟ ଗୁଣ ଭରପୂର

ରବିବାର ଭୁଲ୍‌ରେ ଏହିସବୁ ଜିନିଷ ଗ୍ରହଣ କରନ୍ତୁ ନାହିଁ ନହେଲେ ପରିବାରେ ଲାଗି ରହିବ ଅଶାନ୍ତି

ଭୁବନେଶ୍ୱର: ଆଧୁନିକ ଯୁଗରେ ମଧ୍ୟ ଲୋକେ ବାସ୍ତୁ ବିଚାର ଏବଂ ଜ୍ୟୋତିଷଙ୍କ କଥାକୁ ମାନିଥାନ୍ତି । ଆଜି ବି ଅନେକ ଜ୍ୟୋତିଷଙ୍କ କଥା ସତରେ ପରିଣତ ହୋଇଥାଏ । ତେବେ କେଉଁବାରରେ କେଉଁ ଜିନିଷ ଗ୍ରହଣ କଲେ କଣ ଅସୁବିଧା ଉପୁଜେ ତାହା ଉପରେ ନଜର ପକାନ୍ତୁ । ସୋମବାର – ଏହି ବାରରେ କାହାଠାରୁ

ପଢ଼ନ୍ତୁ ଶରୀରରେ ଅମ୍ଳଜାନ ସ୍ତର କମିଲେ କଣ ସବୁ ଲକ୍ଷଣ ଦେଖାଯାଏ ଏବଂ ଏହାର ସମାଧାନ

ଭୁବନେଶ୍ୱର: ଅମ୍ଳଜାନ ଅଭାବରୁ ଅନେକଙ୍କ ମୃତ୍ୟୁ ହୋଇଯାଉଛି । କରୋନାର ଦ୍ୱିତୀୟ ଲହରରେ ମଧ୍ୟ ଅମ୍ଳଜାନର ଅଭାବକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ତେବେ ଶରୀରରେ ଅମ୍ଳଜାନ ଅଭାବ ହେଲେ କିପରି ଜାଣିବେ । ଏନେଇ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଶରୀରରେ ଅମ୍ଳଜାନ ସ୍ତର କମିଲେ କଣ କଣ ସବୁ ଲକ୍ଷଣ