କ’ଣ ଆପଣବି ଚା’-ବିସ୍କୁଟର ସୌକିନ୍? ତାହେଲେ ନିହାତି ଜାଣନ୍ତୁ..
ଚା ଏବଂ ବିସ୍କୁଟ ମଧ୍ୟରେ ଆମେ ଏକ ମହତପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଛୁ । ଏହି ଦୁଇଟି ଉପାଦାନ କେବଳ ପରସ୍ପରକୁ ପୂର୍ଣ୍ଣ କରେ ନାହିଁ ବରଂ କାହା ସହିତ ବସିବା ଏବଂ ଅନେକ ବିଷୟ ଉପରେ କଥାବାର୍ତ୍ତା କରିବା ପାଇଁ ଏକ ଭାବପ୍ରବଣତା ସୃଷ୍ଟି କରେ, ମୁଖ୍ୟତ ଚିଟଚାଟ୍ ପାଇଁ ଏହା ନିହାତି ଆବଶ୍ୟକ ।!-->…