ଦୁନିଆର ଦୀର୍ଘାୟୁ ମହିଳାଙ୍କ ଦେହାନ୍ତ
ଦକ୍ଷିଣ ଆଫ୍ରିକାର ବାସିନ୍ଦା ଜୋହାନା ମାଜିବୁକୋଙ୍କୁ ୧୨୮ ବର୍ଷ ବୟସ ହୋଇଥିଲା। ସେ ୧୮୯୪ରେ ଜନ୍ମଗ୍ରହଣ କରିଥିଲେ। ସେ ମେ ୨୦୨୩ରେ ୧୨୯ ବର୍ଷରେ ପଦାର୍ପଣ କରିଥାନ୍ତେ।ଡେଲି ମେଲ ରିପୋର୍ଟ ଅନୁଯାୟୀ, ଜୋହାନା ମାଜିବୁକୋ ୩ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।!-->…