Odia News Portal
Browsing Tag

latest news in odia

ବିନା ଭକ୍ତରେ ହେଲା ରୁକୁଣା ରଥଯାତ୍ରା

ଭୁବନେଶ୍ୱର :  ପବିତ୍ର ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଆରମ୍ଭ ହୋଇଛି । ପ୍ରଭୁ ଶ୍ରୀଲିଙ୍ଗରାଜ ଯାତ୍ରା ଆରମ୍ଭ କରି ଗୋଷଗୋରେଶ୍ୱର ଛକରେ ଅଟକିଛନ୍ତି । ଆଜି ପୁଣି ଥରେ ରଥ ଟଣାଯିବ । ରଥରେ ପ୍ରଭୁ ଲିଙ୍ଗରାଜ, ଦେବୀ ରୁକ୍ମିଣୀ ଓ ପ୍ରଭୁ

ମୁଣ୍ଡ ବିନ୍ଧା ଓ ଏହାର ପ୍ରତିକାର

ମୁଣ୍ଡ ଓ ବେକର ଯେ କୌଣସି ସ୍ଥାନରେ ଯନ୍ତ୍ରଣା ହେଲେ ତାହାକୁ ମୁଣ୍ଡ ବିନ୍ଧା ହେଉଛି ବୋଲି କହନ୍ତି । ଏହା ଏକ ଲକ୍ଷଣ, ରୋଗ ନୁହେଁ । ମୁଣ୍ଡ ଓ ବେକରେ ହେଉଥିବା ଅନେକ ରୋଗରେ ଏହା ଏକ ଲକ୍ଷଣ ରୁପେ ପ୍ରକାଶ ପାଏ । ଅନ୍ୟ ନାମ: ଲୋକମାନେ ଏହାକୁ ଶିର ପୀଡା, ଶିର ବେଦନା, ମୁଣ୍ଡ ବ୍ୟଥା ଓ

ଜାଣନ୍ତୁ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ କେମିତି ରହିବ ନବବର୍ଷ,ମିଳିପାରେ ଶୁଭ ସୂଚନା !

ମେଷ ରାଶି ୨୦୨୧ ରାଶିଫଳ ମେଷ ରାଶି ଲୋକମାନେ ସାଧାରଣତଃ ଜୀବନରେ ଅଧିକ ସଂଘର୍ଷ ର ସାମ୍ନା କରନ୍ତି । ଏମାନେ ଜୀବନରେ ସଂଘର୍ଷ ରେ ହାରିବା କିମ୍ବା ମନରେ ହାରିବାକୁ ସ୍ୱୀକାର କରନ୍ତି ନାହିଁ । ଶେଷ ପର୍ଯ୍ୟନ୍ତ ଏମାନେ ଚେଷ୍ଟା କରନ୍ତି ଓ ସଫଳ ବି ହୁଅନ୍ତି । ମେଷ ରାଶିର

ଷ୍ଟାର ବ୍ୟାଟସ ମ୍ୟାନ୍ ରୋହିତ ଶର୍ମାଙ୍କ ଟେଷ୍ଟ ଖେଳିବା ନେଇ ବଢ଼ିଲା ଆଶଙ୍କା

ଭାରତୀୟ ଦଳର ଷ୍ଟାର ବ୍ୟାଟସ ମ୍ୟାନ୍ ରୋହିତ ଶର୍ମାଙ୍କ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିବା ନେଇ ପୁଣି ଥରେ ଆଶଙ୍କା ଦେଖା ଦେଇଛି । ଶେଷ ୨ଟି ଟେଷ୍ଟ ପାଇଁ ରୋହିତ ଦଳରେ ସ୍ଥାନ ପାଇଛନ୍ତି । ଏବେ ସେ ସିଡନୀର ଏକ ୨ କକ୍ଷ ବିଶିଷ୍ଟ ଆପାର୍ଟମେଣ୍ଟ କ୍ୱାରେଣ୍ଟାଇନରେ ରହିଛନ୍ତି ।

ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା ମେଦିନି ପୁରରେ ବିଶାଳ ରାଲି ଓ ଜନସଭା

ପଶ୍ଚିମବଙ୍ଗ ମେଦିନପୁରରେ ଚାଷୀ ସଭାକୁ ସମ୍ବୋଧିତ କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା ।ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ । ମିଶନ ଦୁଇ ଶହ ପ୍ଲସ ନାରା ଦେଇ ବିଜେପି ପଶ୍ଚିମବଙ୍ଗ ଦଖଲ ଅଭିଯାନ ଆରମ୍ଭ କରିଛି । ଆଜି ଗୃହମନ୍ତ୍ରୀ ଅମିତ୍ ଶାହ ବିବେକାନନ୍ଦଙ୍କ ପୈତୃକ

ପ୍ରଦୀପ ପାଣିଗ୍ରାହୀଙ୍କ ପରେ ବନ୍ଧା ହେଲେ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ

ଠକେଇ ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ। ଜେରା ପରେ ସର୍ବେଶ୍ୱରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଆଇଟି ।ସର୍ବେଶ୍ୱର ରାଓ ଚାକିରୀ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଥିଲା ଏ ନେଇ ଗତକାଲି

କ’ଣ ସତରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କି ଏକତା ?

ସିରିଏଲ ଓ ଫିଲ୍ମ ନିର୍ମାତା ଏକତା କପୁର ତନବୀର ବୁକୱାଲାଙ୍କ ସହ ସୋସିଆଲ ମିଡ଼ିଆରେ ଏକ ଫଟୋ ସେୟାର୍ କରିଛନ୍ତି। ଫଟୋଟି ଭାଇରାଲ ହେବାପରେ ସୋସିଆଲ ମିଡ଼ିଆରେ ତାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫଟୋ ସହ ସେ କ୍ୟାପ୍ସନରେ ଲେଖିଛନ୍ତି, ‘ଆମେ ଏଇଠି ଅଛୁ… ଆପଣମାନଙ୍କୁ ଖୁବ ଶୀଘ୍ର

ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ, ୧,୮୨୫ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ରାଜ୍ୟରେ କରୋନାରେ ଚାଲିଯାଇଛି ଆଉ ୫ ଜଣଙ୍କ ଜୀବନ। ରାଜ୍ୟରେ ଦିନ କୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୫୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ