କିଭରେ ଜଣେ ଭାରତୀୟ ଛାତ୍ର ଗୁଳିମାଡ଼ରେ ଆହତ
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ନବମ ଦିନ ଏବଂ ଏହି ସଂଘର୍ଷ ଶେଷ ହେବାର କୌଣସି ଆଶା ଦେଖାଯାଉ ନାହିଁ । ଅନ୍ୟପକ୍ଷରେ ଏବେ ମଧ୍ୟ ଅନେକ ଭାରତୀୟ ଛାତ୍ର ୟୁକ୍ରେନର ରାଜଧାନୀ କିଭ୍ ଏବଂ ଦ୍ବିତୀୟ ବୃହତ୍ତମ ସହର ଖାର୍କିଭରେ ଅଟକି ରହିଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ!-->…