କୁଜଙ୍ଗ ଜମି ଜାଲିଆତି ମାମଲାରେ ତହସିଲଦାର ରମେଶ ପଣ୍ଡା ଗିରଫ
ଜଗତସିଂହପୁର: ରାଜ୍ୟ ସରକାରଙ୍କ ବସୁନ୍ଧରା ଜମି ଜାଲିଆତି ମାମଲାରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ମୋଟ ୬ ଅଧିକାରୀଙ୍କ ଘର ସହ ୯ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ତେବେ ଏହି ମାମଲାରେ ଫସିଛନ୍ତି ତହସିଲଦାର ରମେଶ ପଣ୍ଡା । ସେ କୁଜଙ୍ଗ ତହସିଲଦାର ଥିବାବେଳେ ଏହି ଜମି ଜାଲିଆତି ହୋଇଥିଲା ।!-->…