Odia News Portal
Browsing Tag

Krishan kumar

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଡିଶା ଛାଡିବେ କ୍ରିଷନ କୁମାର । କେନ୍ଦ୍ରୀୟ ଡେପୁଟେସନରେ ଯିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ସଚିବ କ୍ରୀଷନ କୁମାର । କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ପଦରେ ତାଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତାଳଦଣ୍ଡା କେନାଲ ରାସ୍ତାର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ କ୍ରିଷନ କୁମାର

କଟକ: ଐତିହାସିକ ତାଳଦଣ୍ଡା କେନାଲର ଉନ୍ନତିକରଣ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କେନାଲର ରୂପାନ୍ତର ନେଇ ଫଟୋ ମଧ୍ୟ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି କେନାଲ ରାସ୍ତାର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଡ଼. କ୍ରିଷନ କୁମାର । ତାଙ୍କ ସହ

ଗୋପୀନାଥପୁର- ବୈଦେଶ୍ୱର ସେତୁର ସମୀକ୍ଷା କଲେ କ୍ରିଷନ୍ କୁମାର

ବଡମ୍ବା: ବଡମ୍ବା ବିଧାୟକ ଦେବୀ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ମହାନଦୀରେ ନିର୍ମାଣାଧୀନ ଗୋପୀନାଥପୁର – ବୈଦେଶ୍ୱର ସେତୁର ଚୂଡାନ୍ତ ରୂପରେଖ ସମ୍ପର୍କରେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ଓ ଉଚ୍ଚ ସ୍ତରୀୟ ବୈଷୟିକ ଟିମ ସହ ପରିଦର୍ଶନ ଓ ଆଲୋଚନା

ଶ୍ରୀଜିଉଙ୍କ ଭାବରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁର: ସୁରୁଖୁରୁରେ ଶେଷ ହୋଇଛି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ମଙ୍ଗବାର ଶ୍ରିଜିଉଙ୍କ ବାହୁଡ଼ାଯାତ୍ରା ସମୟରେ ଦେଖିବାକୁ ମିଳିଥିଲା ଏକ ଅପୂର୍ବ ଦୃଶ୍ୟ । ଭାବ ବିନୋଦିଆ ଠାକୁରରଙ୍କ ଭାବରେ ନିମଗ୍ନ ହୋଇଯାଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ରଥ ମାଉସିମା ମନ୍ଦିର ନିକଟରେ

ଶ୍ରୀମନ୍ଦିରକୁ ପୁଣି ଫେରିପାରେ ଦର୍ଶନ କଟକଣା!

ପୁରୀ: ଶ୍ରୀମନ୍ଦିରକୁ ପୁଣି ଫେରିପାରେ ରବିବାରିଆ ଦର୍ଶନ କଟକଣା ।ତେବେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି । ଆଗାମୀ ସପ୍ତାହରୁ ଲାଗିପାରେ ଏହି କଟକଣା । ଶ୍ରୀମନ୍ଦିର ପ୍ରଶାସନ ଦିନ ସ୍ପଷ୍ଟ କରିନଥିଲେ ମଧ୍ୟ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି

ସ୍ନାନଯାତ୍ରାର ସିଧାପ୍ରସାରଣ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟୀତ୍ୱ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର() ଆସନ୍ତା ୫ ତାରିଖରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରାର ଦୂରଦର୍ଶନରେ ସିଧା ପ୍ରସାରଣ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମସ୍ତ ପ୍ରକାର ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ଗୁରୁବାରରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ କ୍ରିଷନ

ପୁରୀ (): ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଡ. କ୍ରିଷନ କୁମାର ଗୁରୁବାର ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟ ସରକାର ପ୍ରଦୀପ ମହାପାତ୍ରଙ୍କ ସ୍ଥାନରେ କ୍ରିଷନ କୁମାରଙ୍କୁ ଗତ ୧୫ତାରିଖରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଥିଲେ। ନିଯୁକ୍ତି ଦିନ…

କ୍ରିଷନଙ୍କୁ ବିଏମସି ଭାର

ଭୁବନେଶ୍ୱର () ବିଏମସିକୁ ଫେରିଲେ କ୍ରିଷନ କୁମାର । 2014 ଜାନୁଆରୀ 17 ତାରିଖରେ ନବନିଯୁକ୍ତ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଶନର ପ୍ରଥମ ବୈଠକ ବସିଥିଲା । ଏହିଦୃଷ୍ଟିରୁ ଆଜି ବିଏମସିର କାର୍ଯ୍ୟକାଳ ଶେଷ ହୋଇଛି । କିନ୍ତୁ ପୌର ପରିଷଦର ସଂରକ୍ଷଣ ସମ୍ପର୍କିତ ବିବାଦ ସୁପ୍ରିମ କୋର୍ଟଙ୍କ…