Odia News Portal
Browsing Tag

Krisan kumar

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା

ପୁରୀ() ଶ୍ରୀମନ୍ଦିର ସେବାୟତଙ୍କୁ ମିଲିବ ମାସ୍କ । ବୟନିକା କିମ୍ବା ଅନ୍ୟ ଏସଏଚଜି ସହ ମିଶି ମାସ୍କ ବ୍ୟବସ୍ଥା କରାଯିବ । ପ୍ରାୟ ୫ ହଜାର ମାସ୍କ ପ୍ରସ୍ତୁତ କରାଯିବ । ୨ ଦିନ ଭିତରେ ଏହି ମାସ୍କର ଡିଜାଇନ ଚୁଡାନ୍ତ କରାଯିବ । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ସୂଚନା…

ସମସ୍ତ ସେବାୟତଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ() ନିଜର ପରିବାର ର ସୁଖ କୁ ତ୍ୟାଗ କରି ମହାପ୍ରଭୁଙ୍କ ରଥନିର୍ମାଣ ରେ ନିୟୋଜିତ ସମସ୍ଥ ସେବାୟତଙ୍କୁ ଧନ୍ୟବାଦ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରଥନିର୍ମାଣ ରେ ନିୟୋଜିତ ସମସ୍ଥ ସେବାୟତଙ୍କ କାଲିଠୁ ହେବ କୋଭିଡ ଟେଷ୍ଟ । ରଥ ପାଇଁ କୌଣସି ଅସୁବିଧା ହେବନି । ଚାରି ବାଡ଼ ର…

ସବୁ ମହାରଣାଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା

ପୁରୀ() ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ୨୦୦ ଫୁଟ ନିଷିଦ୍ଧାଞ୍ଚଳ ମଧ୍ୟରେ ରଥ ନିର୍ମାଣ କାମ ହେବ । ୧୫୦ରୁ ଅଧିକ ବିଶ୍ୱକର୍ମା ମାହାରଣାଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା । ସମସ୍ତଙ୍କୁ ଭକ୍ତ ନିବାସରେ ରଖାଯିବା ସହ ଖାଦ୍ୟପେୟ ବ୍ୟବସ୍ଥା କରାଯିବ । ଏହାସହ ବସ ଯୋଗେ ବିଶ୍ୱକର୍ମା…

ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ନୀତି ସମ୍ପନ୍ନ ହେବ

ପୁରୀ() ପୁରୀ ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ନୀତି ସମ୍ପନ୍ନ ହେବ । ସରକାରୀ ନିୟମ ପାଳନ କରି ଅନୁଷ୍ଠିତ ହେବ ଚନ୍ଦନଯାତ୍ରା । ଏହାସହ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ୨୧ଦିନିଆ ଚନ୍ଦନଯାତ୍ରା । ମେଘନାଦ ପାଚେରି ଭିତରେ ସବୁ ବିଧି ରକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ମେ ୩ଯାଏ…

ଏଣିକି ଫୋନରେ ମିଳିବ ଡାକ୍ତରୀ ସେବା

ଭୁବନେଶ୍ବର() ପୁରା ବିଶ୍ୱକୁ କରୋନା ଚିନ୍ତାରେ ପକାଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ଓଡ଼ିଶା ସରକାର । ଦେଶର ପ୍ରଥମ କୋଭିଡ୍‌-୧୯ ହସ୍ପିଟାଲ ଠାରୁ ଆରମ୍ଭ କରି ସଂକ୍ରମଣକୁ ରୋକିବା ପାଇଁ ବିିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ତେବେ…