ସୁପ୍ରିମକୋର୍ଟ ଯିବେ ଓଡ଼ିଶା ସରକାର
କୋରାପୁଟ: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବେ ଓଡ଼ିଶା ସରକାର| କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମୁହାଁ ହୋଇଛନ୍ତି ଓଡ଼ିଶା ସରକାର। ଏନେଇ ସୁପ୍ରିମକୋର୍ଟରେ ରିଟ୍ ପିଟିସନ କରିବାକୁ ରାଜ୍ୟ ସରକାର ପ୍ରାରମ୍ଭିକ ପ୍ରସ୍ତୁତି ଚଳାଇଛନ୍ତି।!-->…