ଖଲ୍ଲିକୋଟ ମହାବିଦ୍ୟାଳୟକୁ ମିଳିଲା ନୂତନ ପରିଚୟ
ଭୁବନେଶ୍ବର: ଦେଶର ଅନ୍ୟତମ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ମହାବିଦ୍ୟାଳୟକୁ ମିଳିଲା ନୂଆ ପରିଚୟ । ୧୮୫୬ ମସିହାରୁ ପ୍ରଥମେ ଏକ ସ୍କୁଲ ଭାବେ ଆରମ୍ଭ ହୋଇ ପରେ ମହାବିଦ୍ୟାଳୟରେ ପରିଣତ ହୋଇଥିଲା ପୁରାତନ ସ୍ଥାନ । ଏଇ ମହାବିଦ୍ୟାଳୟରୁ ଅନେକ ସୁନାମଧନ୍ୟ ବିଦ୍ୟାର୍ଥୀ ବାହାରି କେବଳ!-->…