ଶିକ୍ଷାନୁଷ୍ଠାନରେ ହିଜାବ କଟକଣାକୁ କାଏମ ରଖିଲେ କର୍ଣ୍ଣାଟକ ହାଇକୋର୍ଟ
ହିଜାବକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟଙ୍କ ବହୁ ପ୍ରତୀକ୍ଷିତ ରାୟ ଆସିଛି। ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ କଟକଣାକୁ ହାଇକୋର୍ଟ କାଏମ ରଖିଛନ୍ତି । ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ ହିଜାବ ଇସଲାମରେ ଅନିର୍ବାଯ୍ୟ ନୁହେଁ ଏବଂ!-->…