ଚଳଚଞ୍ଚଳ ବାବା କପିଳାଶଙ୍କ ପୀଠ
ଆଜି ପବିତ୍ର ମହାଶିବରାତ୍ରୀ। ଚଳଚଞ୍ଚଳ ବାବା କପିଳାଶଙ୍କ ପୀଠ। ସକାଳୁ ସକାଳୁ ବାବାଙ୍କ ଦର୍ଶନ ପାଇଁ ପୀଠରେ ଭିଡ଼ ଜମିଛି। ଭୋର ୪ଟା୨୦ରେ ଉଠିବ ମହାଦୀପ । ନୀତିକାନ୍ତି ଅନୁସାରେ ବାବାଙ୍କ ପୂଜାର୍ଚ୍ଚନା ଚାଲିଛି।
ତେବେ କରୋନା କଟକଣା କାରଣରୁ ଜିଲ୍ଲା ବାହାର ଶ୍ରଦ୍ଧାଳୁଙ୍କ ଦର୍ଶନକୁ!-->!-->!-->…