କଙ୍ଗନାଙ୍କ ମନ୍ତବ୍ୟ କେତେ ଦୂର ଠିକ୍?
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବା ପରେ ସେ ଦେଇଥିବା ପ୍ରତିକ୍ରିୟାକୁ ନେଇ ଏବେ ଦିଲ୍ଲରୁ ପଲ୍ଲୀ ସବୁଠି ତର୍କ ବିତର୍କ ଆରମ୍ଭ ହୋଇଯାଇଛି । କଙ୍ଗନା ଶନିବାର ସାକ୍ଷାତକାରରେ କହିଥିଲେ ଭାରତ ୧୯୪୭ରେ!-->…