ଜୁଲାଇ ମାସରେ ସୁଧୁରିଛି ଅର୍ଥ ବ୍ୟବସ୍ଥା
ଦେଶରେ ଦ୍ରବ୍ୟ ଏବଂ ସେବା କର (GST) ଆଦାୟ ପରିମାଣ ବୃଦ୍ଧି ପାଉଛି । ଜୁଲାଇ ମାସରେ ୩୩ ପ୍ରତିଶତ ବୃଦ୍ଧି ପାଇଛି ଜିଏସ୍ଟି ଆଦାୟ । ଚଳିତ ମାସରେ ମୋଟ ୧.୧୬ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି । ଜୁଲାଇ ମାସରେ ଆଦାୟ ହୋଇଥିବା ଜିଏସ୍ଟି ପରିମାଣରୁ ଜଣାପଡୁଛି ଯେ, ଦେଶର!-->…