ଜେଏସପିଏଲ ଦ୍ୱାରା ଉତ୍ପାଦିତ ନୂତନ ଗ୍ରେଡ଼ ରେଳକୁ ଭାରତୀୟ ରେଳବାଇର ଅନୁମୋଦନ
ଭୁବନେଶ୍ୱର() ପ୍ରଥମ ଏବଂ ଏକମାତ୍ର ଭାରତୀୟ କମ୍ପାନୀ ଭାବରେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ) ଉଚ୍ଚ ଗତି ଏବଂ ହାଇ-ଏକ୍ସଲ ଲୋଡ୍ ପ୍ରୟୋଗ ପାଇଁ ଉପଯୁକ୍ତ ୬୦ଇ ୧୧୧୭୫ ହିଟ୍ ଟ୍ରିଟେଡ୍ (ଏଚଟି) ରେଲ୍କୁ ସଫଳତାର ସହିତ ବିକଶିତ କରିଛି । ଭାରତୀୟ ରେଳବାଇର…