୨୦୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଅଧ୍ୟକ୍ଷ ରହିବେ ଜେପି ନଡ୍ଡା
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଦଳର ଦାୟିତ୍ୱ ସମ୍ଭାଳିବେ। ବିଜେପି ପାଇଁ ନୂଆ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ସ୍ପଷ୍ଟଚିତ୍ର ସାମ୍ନାକୁ ଆସୁନଥିବାରୁ ନଡ୍ଡାଙ୍କୁ ଆଉ କିଛିଦିନ ପଦ ସମ୍ଭାଳିବାକୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା!-->…