Odia News Portal
Browsing Tag

jharsuguda airport

ଆଜିଠୁ ଝାରସୁଗୁଡାରୁ ବିମାନ ସେବା ଆରମ୍ଭ

ଝାରସୁଗୁଡା: ଆଜିଠାରୁ ଝାରସୁଗୁଡାରୁ ବେଙ୍ଗାଲୁରୁ ଓ ମୁମ୍ବାଇକୁ ଉଡିବ ବିମାନ। ଏହି ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାର ଲୋକଙ୍କ ନିକଟରେ ଖୁସି ପ୍ରକାଶ ପାଇଛି । ପ୍ରଥମ ବିମାନ ଉଡାଣ ପାଇଁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସମସ୍ତ ପ୍ରକାର ବ୍ୟବସ୍ଥା

ଝାରସୁଗୁଡାରୁ ଉଡିବ ବିମାନ

ଆସନ୍ତା ଜାନୁଆରୀ ସୁଧା ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ ଆରମ୍ଭ ହେବ ବୋଲି କେନ୍ଦ୍ର ବେଶାମରୀକ ବିମାନ ଚଳାଚଳ ବିଭାଗ ଯୁଗ୍ମ ସଚିବ ଶ୍ରୀମତୀ ଉଶା ପାଢି କହିଛନ୍ତି । ଆଜି ରାଜ୍ୟ ସଚିବାଳୟ ଠାରେ କେନ୍ଦ୍ର ବେଶାମରୀକ ବିମାନ ଚଳାଚଳ ବିଭାଗର କର୍ମକର୍ତ୍ତା ଏବଂ ରାଜ୍ୟ ସରକାରଙ୍କ ସହିତ…

ଝାରସୁଗୁଡା ବିମାନବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ

ଭୁବନେଶ୍ୱର—କେନ୍ଦ୍ର ସରକାର ଝାରସୁଗୁଡା ବିମାନ ବନ୍ଦରକୁ ବିଶିଷ୍ଟ ସ୍ୱଧୀନତା ସଂଗ୍ରାମୀ ତଥା ଓଡିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିଛନ୍ତି । ଏ ସମ୍ପର୍କୀୟ ସରକାରୀ ବିଗ୍ୟପ୍ତି ପ୍ରକାଶ ପାଇବା ନେଇ କେନ୍ଦ୍ର ବେସାମରୀକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ…

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ

ଝାରସୁଗୁଡା ବିମାନ ବନ୍ଦରରେ ଦେଖାଦେଇଥିବା ଅଚଳାବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡା ବିମାନ ବନ୍ଦରର ନା ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ। ୨୨ ତାରିଖରେ ଉଦଘାଟନ ଉତ୍ସବ ରେ…

ଶୂନଶାନ ହୋଇପଡ଼ିଛି ଝାରସୁଗୁଡା ବିମାନବନ୍ଦର

ଶୂନଶାନ ଲାଗୁଛି ପଶ୍ଚିମ ଓଡିଶାର ମୁଖଶାଳା। ଠପ ହୋଇପଡ଼ିଛି ଉଡେ ଦେଶ୍ କି ନାଗରିକ ବା ଉଡାନ୍ ସେବା। ପାଖାପାଖି ୨୦ଦିନ ହେବ ଝାରସୁଗୁଡା ଆକାଶରେ ବିମାନ ଉଡୁନି। ଝାରସୁଗୁଡା ବିମାନବନ୍ଦର କ୍ଷେତ୍ରରେ ଦେଖାଦେଇଛି ଏପରି ଅଚଳାବସ୍ଥା। ପରିଚାଳନାଗତ ତ୍ରୁଟି ପାଇଁ ବାରମ୍ବାର ବିମାନ ବାତିଲ କରୁଛି…