ଇଞ୍ଜାମମ୍ ଡାକ୍ତରଖାନାରେ ଭର୍ତ୍ତୀ
ପାକିସ୍ତାନ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ଇଞ୍ଜାମାମ୍ ଉଲ୍ ହକ୍ ସୋମବାର ହୃଦ୍ଘାତର ଶିକାର ହୋଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଲାହୋରର ଏକ ହସ୍ପିଟାଲ୍ରେ ତାଙ୍କ ଠାରେ ସଫଳତାର ସହିତ ଆଞ୍ଜିଓପ୍ଲାଷ୍ଟୀ କରାଯାଇଛି। ଇଏସ୍ପିଏନ୍ କ୍ରିକ୍ଇନ୍ଫୋର ସୂଚନା!-->…