କାଲିଠୁ ଆଇପିଏଲ୍: କୋହଲି-ରୋହିତ ଲଢ଼େଇ
ଚେନ୍ନାଇ : କରୋନାର ଭୟ ମଧ୍ୟରେ ଆସନ୍ତାକାଲିଠାରୁ ଇଣ୍ଡିଆନ୍ ପି୍ରମିୟର ଲିଗ୍ (ଆଇପିଏଲ୍) ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଚଳିତବର୍ଷ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବ । ତେଣୁ ଚଳିତ ବର୍ଷ କ୍ରିକେଟପ୍ରେମୀମାନେ ଟିଭି ପରଦାରେ ହିଁ ଏହାର ମଜା ନେବେ ।
ପ୍ରଥମ ମ୍ୟାଚ୍ ଏମ୍.ଏ.!-->!-->!-->…