ରାଜସ୍ଥାନର ଯୋଧପୁରରେ ସାମ୍ପ୍ରଦାୟିକ ହିଂସା, ଇଣ୍ଟରନେଟ୍ ସେବା ବନ୍ଦ
ଇଦ୍ ପୂର୍ବରୁ ରାଜସ୍ଥାନର ଯୋଧପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି । ପରିସ୍ଥିତି ବିଗିଡିବାରୁ ପୋଲିସକୁ ଲାଠିମାଡ଼ କରିବାକୁ ପଡିଛି । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଯୋଧପୁରରେ ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ କରାଯାଇଛି। ଏ ବାବଦରେ ମଙ୍ଗଳବାର ଡିଭିଜନାଲ କମିଶନରଙ୍କ!-->…