Odia News Portal
Browsing Tag

International news

ପାକିସ୍ତାନରେ ଟ୍ରେନ ବିସ୍ଫୋରଣ : ୨ ମୃତ, ୪ ଆହାତ

ପାକିସ୍ତାନରେ ଗୁରୁବାର ସକାଳେ ଏକ ଟ୍ରେନରେ ବିସ୍ଫୋରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ବେଲୁଚିସ୍ତାନର କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି।ସ୍ଥାନୀୟ

ପାକିସ୍ତାନରେ ବୃଦ୍ଧି ପାଇଲା ପେଟ୍ରୋଲ, ଡିଜେଲ ଦର

ପାକିସ୍ତାନରେ ଇନ୍ଧନ ଦର ପୁଣି ବୃଦ୍ଧି ପାଇବା ପରେ ବୁଧବାର ମଧ୍ୟ ରାତ୍ରରୁ ପେଟ୍ରୋଲ୍ ଲିଟର୍ପିଛା ୨୭୨ ଟଙ୍କା ଓ ଡିଜେଲ୍ ଲିଟର୍ପିଛା ୨୮୦ ଟଙ୍କାରେ ବିକ୍ରୟ ହେଉଛି।ପାକିସ୍ତାନ ନ୍ୟାସ୍ନାଲ୍ ଆସେମ୍ପ୍ଲିରେ ଶେହବାଜ୍ ସରିଫ୍ ସରକାର ସପ୍ଲିମେଣ୍ଟାରି ଆର୍ଥିକ ବିଲ୍ (ମିନି ବଜେଟ୍) ଉପସ୍ଥାପନ

ମୃତ୍ୟୁ ପିଛା ହିଁ ଛାଡିନି; ଶେଷରେ ନେଲା ଜୀବନ

୨୦୧୮ରେ ବନ୍ୟାପ୍ଳାବିତ ଥାଇଲାଣ୍ଡ୍‌ ଗୁମ୍ଫା ‘ଥାମ୍‌ ଲୁଆଙ୍ଗ୍‌’ ଭିତରେ ୨ ସପ୍ତାହରୁ ଅଧିକ ଦିନ ଫସି ରହିଥିବା ୧୨ଜଣ ବାଳକଙ୍କ ମଧ୍ୟରୁ ଜଣେ ତଥା ଥାଇ ଫୁଟ୍‌ବଲ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ଦୁଆଙ୍ଗଫେଟ୍‌ ପ୍ରୋମ୍‌ଥେପ୍‌ଙ୍କର ବୁଧବାର ଦିନ ବ୍ରିଟେନ୍‌ରେ ମୃତ୍ୟୁ ଘଟିଥିବା କଥା ତାଙ୍କର

ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଇମ୍ରାନ କାନଙ୍କ ଗିରଫଦାରୀ ଉପରେ ଲାଗିଲା ଅନ୍ତରୀଣ ରୋକ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଝୁଲୁଥିବା ଗିରଫଦାରୀର ତରବାରି ଆପାତତଃ କିଛି ସମୟ ପାଇଁ ଟଳିଯାଇଛି । ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ଇମ୍ରାନ ଖାନଙ୍କ ଅନ୍ତରୀଣ ଜାମିନ ନାମଞ୍ଜୁର କରିବା ପରେ ପାକିସ୍ତାନ ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ

ନ୍ୟୁଜଲାଣ୍ଡରେ ପ୍ରକୃତିର ତାଣ୍ଡବ: ବାତ୍ୟା ଉପରେ ଭୂମିକମ୍ପ

ବାତ୍ୟାର ବିଭୀଷିକାରେ ବେହାଲ୍ ନ୍ୟୁଜିଲାଣ୍ଡରେ ଏବେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରାଜଧାନୀ ୱେଲିଂଟନ ନିକଟସ୍ଥ ଲୋୟେର ହଟ୍ରୁ ୭୮ କିମି ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ଼ କରାଯାଇଛି। ତେବେ ୪୮ କିମି ଗଭୀରରୁ

ସମୁଦ୍ରରୁ ତସ୍କରଙ୍କ ଦ୍ୱାରା ଫିଙ୍ଗାଯାଇଥିବା ୧୭.୭୪ କେଜିର ସୁନା ଜବତ

ଶ୍ରୀଲଙ୍କାରୁ ଚୋରା ଚାଲାଣ ହେଉଥିବା ପ୍ରାୟ ୧୭ କିଲୋ ଓଜନର ସୁନାକୁ ଚୋରାଚାଲାଣକାରୀ (ତସ୍କର) ସମୁଦ୍ରରେ ପିଙ୍ଗି ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଏକ ଯନ୍ତ୍ରଚାଳିତ ନୌକାରେ ଶ୍ରୀଲଙ୍କାରୁ ବିପୁଳ ପରିମାଣ ସୁନା ତାମିଲନାଡୁର ମଣ୍ଡାପମ୍କୁ ଆସୁଥିବା ନେଇ ରାଜସ୍ବ ଗୁଇନ୍ଦା ବିଭାଗକୁ ଖବର

ବାଇଡେନଙ୍କ ବଡ ହୃଦୟ, ପଠାଇଲେ ଅତ୍ୟାବଶ୍ୟକ ଉପକରଣ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବନ୍ଧୁତ୍ୱର ଦିଗଦର୍ଶନ ଦେଇଛନ୍ତି । ତାଙ୍କର ବଡ ହୃଦୟର ପରିଚୟ ଦେଇଛନ୍ତି । ଆମେରିକା ପଠାଇଥିବା ୩୧୮ଟି "ଅକ୍ସିଜେନ୍ କନ୍ସେନ୍ଟ୍ରେଟର୍' ଆଜି ଆସି ପହଞ୍ଚିଛି । ନ୍ୟୁୟର୍କରୁ ଏୟାର ଇଣ୍ଡିଅ । ବିମାନ ଯୋଗେ ଏହି "ଅକ୍ସିଜେନ୍

ଜର୍ମାନୀରେ ପୁଣି ବଢ଼ିଲା ଲକଡାଉନ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦେଖି ଜର୍ମାନୀରେ ବଢ଼ିଲା ଲକଡାଉନ୍ । ନୂଆ ସଂକ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି ଆହୁରି ୪ ସପ୍ତାହ ପାଇଁ ଲକଡାଉନକୁ ବଢ଼ାଇ ଦିଆଯାଇଛି । ଫଳରେ ଆଗାମୀ ଏପ୍ରିଲ୍ ୧୮ ତାରିଖ ଯାଏ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି ଚାନସେଲର ଆଂଜେଲା